କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

0 515
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ । ୭୪ ବର୍ଷିୟ ରାମ ବିଳାସ ପାଶ୍ୱାନ  ନିକଟରେ ଦିଲ୍ଲୀର ଏକ ହସ୍ପିଟଲାରେ ହାର୍ଟ ସର୍ଜରୀ କରିଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖନୀୟ ଯେ, ଗତ ୫ଦଶକରୁ ଅଧିକ ସମୟ ଧରି ପାଶ୍ୱାନ ରାଜନୀତିରେ ସକ୍ରିୟ ଥିଲେ ଏବଂ ଦେଶର ଜଣେ ପ୍ରମୁଖ ଦଳିତ ନେତା ଥିଲେ । ଗତ କିଛି ସପ୍ତାହ ଧରି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.

twelve − 2 =

error: Content is protected !!
Open chat