ବର୍ଷା ଦିନରେ ଏସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ

0 415
greentech

ଆପଣ ଜାଣନ୍ତି କି ବର୍ଷାଋତୁରେ ରୋଗ ବ୍ୟାପିବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ | ପାଗ ବଦଳିବା ପରେ ଲୋକମାନେ ଭାଇରାଲ୍, ଥଣ୍ଡା ଏବଂ ଫ୍ଲୁ ଭଳି ରୋଗରେ ପଡନ୍ତି । ଏପରି ପରିସ୍ଥିତିରେ, ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟ ଏବଂ ପାନୀୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଯଦି ଆମେ ଏହା ପଛରେ ଲୁକ୍କାୟିତ ବୈଜ୍ଞାନିକ କାରଣକୁ ବିଶ୍ୱାସ କରିବା ତେବେ ବର୍ଷା ଋତୁରେ କୀଟପତଙ୍ଗ ବୃଦ୍ଧି ପାଇଥାନ୍ତି | ପତ୍ରଯୁକ୍ତ ପନିପରିବା ମଧ୍ୟରେ କୀଟମାନେ ଶୀଘ୍ର ବଢନ୍ତି |

ସେଗୁଡ଼ିକୁ ଖାଇବା ଦ୍ୱାରା ପେଟ ବ୍ୟଥା ହୋଇପାରେ, ତେଣୁ ଏହି ଋତୁରେ ଏହି ପନିପରିବା ଠାରୁ ଦୂରେଇ ରୁହନ୍ତୁ | ବିଶେଷ କରି ପାଳଙ୍ଗ, ବନ୍ଧାକୋବି, ବାଇଗଣ, ଫୁଲକୋବି ଭଳି ପରିବା ନ କହିଲେ ଭଲ | ସେହିପରି ମାଛ କିମ୍ବା ଅନ୍ୟ ସମୁଦ୍ର ପ୍ରାଣୀମାନଙ୍କ ପାଇଁ ବର୍ଷାଦିନ ପ୍ରଜନନ ସମୟ ହୋଇଥିବାରୁ ଏହି ଋତୁରେ ମାଛ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢ଼ିଯାଇଥାଏ |

Leave A Reply

Your email address will not be published.

15 + 18 =

error: Content is protected !!
Open chat