ବିଧାୟକଙ୍କ ସରକାରୀ ବାସଭବନରେ ପହଞ୍ଚିଲା କରୋନା : କ୍ୱାରେଣ୍ଟାଇନରେ ବିଜେଡ଼ି ବିଧାୟକ ଅମର ଶତପଥୀ

0 297
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୯ା୦୭ : ବିଜେଡ଼ି ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି କରୋନା । ବିଧାୟକଙ୍କ ସହ ତାଙ୍କ ପିଏସଓ, ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି । ତେଣୁ ବିଧାୟକ ଅମର ଶତପଥୀ ଏବେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।

Leave A Reply

Your email address will not be published.

ten − 1 =

error: Content is protected !!
Open chat