Monthly Archives
June 2020
ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର୍ ଆଣ୍ଡ୍ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ୍ ଆଣ୍ଡ୍ ଡିପ୍ଲୋଏମେଟ୍ ସେଂଟରର!-->!-->!-->…
ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୩୦/୦୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲାର କୌଣସି କାର୍ଯ୍ୟାଳୟକୁ ସାଧାରଣ!-->!-->!-->!-->!-->…
ଭାରତରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ନିଷିଦ୍ଧ ଘୋଷଣା : ବ୍ୟକ୍ତିଗତ ତଥ୍ୟଚୋରି ଅଭିଯୋଗ ।
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୬ : ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ଦେଶର!-->…
ରାଜ୍ୟ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିଲା
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଉକ୍ତ ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ!-->…
ଭାରତ ଏବଂ ଚୀନ୍ ସୀମା ଉତ୍ତେଜନା : ଆସନ୍ତାକାଲି ସର୍ବୋଚ୍ଚ ସାମରିକ ସ୍ତରୀୟ ବୈଠକ
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗଲୱାନ୍ ହିଂସା ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ଆଲୋଚନା ହେବ। ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକ ସ୍ତରୀୟ ଆଲୋଚନା!-->…
ଆଠଗଡ଼ ଡିଏସ୍ପିଙ୍କ ସହ ୬ ପୋଲିସ୍ କର୍ମଚାରୀ ଙ୍କୁ କରୋନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଠଗଡ଼ ୨୯/୦୬:କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ୍ ଡିଏସ୍ପିଙ୍କୁ କରୋନା । ଡିଏସ୍ପିଙ୍କ ସହ ଏକ ଥାନାର 5 କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ । ଆଠଗଡ ଏସ୍ଡିଏମ୍ଓ ବିଜୟ କୁମାର ମିଶ୍ରଙ୍କ ସୂଚନା ରହିଛି । କାଲି ଉକ୍ତ ଥାନାର ଆଇଆଇସି ପଜିଟିଭ!-->!-->!-->…
ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ହୁରିୟତ କନ୍ଫରେନ୍ସରୁ ଇସ୍ତଫା
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀ ହୁରିୟତ କନ୍ଫରେନ୍ସରୁ ଇସ୍ତଫା ଦେଇଛନ୍ତି। ଏକ ଅଡିଓ ବାର୍ତ୍ତା ଜାରି କରି ସେ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ହରିୟତଠାରୁ ନିଜକୁ ଦୂରେଇ ରଖିଥିବା କହିଛନ୍ତି।!-->…
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ।
କଟକ (କଳିଙ୍ଗ ଜ୍ୟୋତି) ୨୯/୦୬ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ CDMO ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ!-->…
ମମତା ସରକାରଙ୍କ ଅଭିନବ ପଦକ୍ଷେପ: କରୋନା ପ୍ରତିରୋଧ କ୍ଷମତା ବଢାଇବା ପାଇଁ ବିକ୍ରି କରିବେ ‘ସନ୍ଦେଶ’ ମିଠା
କଳିଙ୍ଗ ଜ୍ୟୋତି ବ୍ୟୁରୋ କୋଲକାତା ୨୯/୦୬:ପଶ୍ଚିମବଙ୍ଗ ମିଠାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ କୋଭିଡ୍-୧୯ ମହାମାରୀ ସମୟରେ ଭଲ ଖବର ରହିଛି। ପଶ୍ଚିମବଙ୍ଗ ସରକାର ‘ସନ୍ଦେଶ’କୁ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଥିରେ ସୁନ୍ଦରବନର ମହୁ ବ୍ୟବହାର କରାଯିବ, ଯାହା ଶରୀରରେ!-->!-->!-->…