Daily Archives

July 2, 2020

ରୁଷରେ ହେଲା ସମ୍ବିଧାନ ସଂଶୋଧନ : ୨୦୩୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍ ।

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଭ୍ଲାଡ଼ିମିର ପୁଟିନଙ୍କ ପରବର୍ତୀ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ମାତ୍ର ଏହାପରେ ଆହୁରି ୧୨ ବର୍ଷ ମଧ୍ୟ ସେ କ୍ଷମତାରେ ଅର୍ଥାତ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିପାରିବେ । ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଦେଶର

କରୋନା ରୋଗୀଙ୍କ ପାଇଁ ଭଲ ଖବର: ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭ :  ରାଜ୍ୟରେ ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇଛି । ଏହି

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା : ମହାପ୍ରଭୁଙ୍କ ଅପାର କରୁଣା ଆମ…

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍‌-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ ଏବଂ ଜୀବନରେ ସୁଖସମୃଦ୍ଧି ଆଣିଦେବ ବୋଲି

ଆମେରିକୀୟ ବାୟୋଟେକ୍ ଫାର୍ମ ଇନୋଭିଓ ର ଦାବି – କରୋନା ଟୀକାର ହ୍ୟୁମାନ୍ ଟ୍ରାଏଲ୍ ସଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୨/୦୭: କରୋନା ଭାଇରସ୍ ସଙ୍କଟ ସହ ସଂଘର୍ଷ କରୁଥିବା ବିଶ୍ବକୁ ରକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଏହି ବିଶ୍ବବ୍ୟାପୀ ମହାମାରୀ ପାଇଁ ଏକ ଟୀକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଅନେକ ଦେଶର ବୈଜ୍ଞାନିକମାନେ ମଧ୍ୟ ଦାବି କରିଛନ୍ତି ଯେ

ଜମ୍ମୁ-କଶ୍ମୀରରୁ ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍‌ଲିଷ୍ଟ୍‌ରେ ୧୨ଜଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୦୨/୦୭:ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ୧୨ ଜଣ ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଜୈଶ୍‌-ଇ-ମହମ୍ମଦ୍‌ର ୩

କରୋନା ସଂକ୍ରମଣ ଜୁଲାଇ-ଅଗଷ୍ଟରେ ଅଧିକ ହେବ :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ

କଳିଙ୍ଗଜ୍ୟୋତି ବ୍ୟୁରୋ ୦୨/୦୭:ନୂଆଦିଲ୍ଲୀ, ୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଜୁଲାଇ ଏବଂ ଅଗଷ୍ଟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା
error: Content is protected !!
Open chat