Daily Archives

July 7, 2020

ବିଶ୍ୱବିଦ୍ୟାଳୟ ସ୍ତରରେ ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏ ନେଇ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ । ୟୁଜିସି ଗାଇଡ୍ଲାଇନ ଅନୁସାରେ ଫାଇନାଲ ପରୀକ୍ଷା ବା ଶେଷ ବର୍ଷର ପରୀକ୍ଷା କରିବା

ଦେଶରେ ମୋଟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୭,୧୯,୬୬୫, ସୁସ୍ଥ ୪,୩୯,୯୪୭,ମୃତ୍ୟୁ ସଂଖ୍ୟା୨୦,୧୬୦ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭ : ଜୁଲାଇ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୧୯୬୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୩୯୯୪୭ ଜଣ ସୁସ୍ଥ

ହୀରାକୁଦ ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତୁତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ମହାନଦୀ ଦେଇ ସମୁଦ୍ରକୁ ବହିଯାଉଥିବା ଜଳକୁ ବ୍ୟାରେଜ୍‌ କରି ସଂରକ୍ଷଣ କରାଯିବ। ଏଥିପାଇଁ ହୀରାକୁଦର ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ଷାଜଳ ସମେତ ନଦୀ ଜଳକୁ ସଞ୍ଚୟ କରି ଚାଷ

ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ଅଭିଯୋଗ : ଅଭିଯୁକ୍ତ ଫେରାର୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭: ‘ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ୍‌ ହୋଇଯାଏ। ଏଣୁ ଆମର ଭଲ ଦୋସ୍ତି ହେବା ଦରକାର। ଆମେ ଦିନେ ଖୋଲା ପଡ଼ିଆକୁ ଯିବା। ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯା’ ଇଚ୍ଛା ତା’ କରିବା। ତେବେ ଯାଇ ଦୋସ୍ତି ହେବ

ଏଥର ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ଫୁଟ୍‌ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି।

ଯାଜପୁରରେ କଟକଣା ବଢିଲା : କାର୍ଯ୍ୟାଳୟକୁ ଆସି ଗହଳି ନ କରିବାକୁ ଜିଲ୍ଲାପାଳ ନିବେଦନ କଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୦୭/୦୭ : କରୋନାର ଭୟାବହତା ଜିଲ୍ଲାରେ ବୃଦ୍ଧି ପାଇବାକୁ ଲାଗିଚ୍ଥି । ଏପରି କି, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଚ୍ଥନ୍ତି । ଏଥିପାଇଁ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟକୁ ଜୁଲାଇ ୮ ତାରିଖ

ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା,ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା

କନକ ବ୍ୟୁରୋ : ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା । ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତ-ଚୀନ୍ ବିବାଦ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୨

ତିର୍ତୋଲ ବିଧାୟକ ବିଷ୍ଣ ଦାସଙ୍କର ଅନ୍ତିମ ସଂସ୍କାର ଆଜି ଜଗତସିଂହପୁରେ ହେବ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ବରିଷ୍ଠ ରାଜନେତା ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର । ଆଜି ତାଙ୍କୁ ପ୍ରଥମେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ତାପରେ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେଠାରୁ

ରାଜ୍ୟରେ ଘରୋଇ ବିମାନ ଉଡ଼ାଣ ଉପରେ କଟକଣା । ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଘରୋଇ ବିମାନ ଉଡ଼ାଣ ସଂଖ୍ୟା କମାଇବାକୁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ହଟ୍‌ସ୍ପଟ୍‌ ରାଜ୍ୟ ଓ ଅଞ୍ଚଳରୁ ରାଜ୍ୟକୁ ଅଧିକ ବିମାନ ଚଳାଚଳ କଲେ ସଂକ୍ରମଣ ବଢ଼ୁଥିବା ନେଇ
error: Content is protected !!
Open chat