କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ : କରୋନା ପାଇଁ ବାତିଲ ବିମାନ ଟିକଟ ଅର୍ଥ ଶୀଘ୍ର ଫେରସ୍ତ କର ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୭: କରୋନା ମହାମାରୀ ପାଇଁ ବାତିଲ ହୋଇଥିବା ବିମାନର ଟିକଟ ବାବଦ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦାବି କରି ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ବେସାମରିକ ବିମାନ!-->!-->!-->…