ରାଉରକେଲା : ଗୋ-ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀ ଆହତ – ଜଣେ ମହିଳାଙ୍କ ସମେତ ୩ ଗିରଫ,…
ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଗୋ-ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନେ ହେଲେ ଲାଠିକଟାର ହାସମୀ ନାଜ୍, ମହମ୍ମଦ ଫିରୋଜ୍ ଓ ଖାଲିଦ୍ କୁରେସୀ।!-->…