ଓଡିଶାରେ ବଢି ଚାଲିଛି ସ୍ଥାନୀୟ ସଂକ୍ରମଣ – ମହାମାରୀ ଦେଖାଉଛି ଗୋଷ୍ଠୀ ସଂକ୍ରମଣ ଭୟ ! !
ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୫୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୧୦୬୭, ଲୋକାଲ କେସ୍ ୫୨୭ - ଆଜି କରୋନା ନେଲା ପୁଣି ୬ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ! ! ଗଂଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ; ରାଜ୍ୟରେ ମୋଟ!-->…