ଭୁବନେଶ୍ୱର, ସମ୍ ହସପିଟାଲରେ ଆରମ୍ଭ ହେଲା କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନ ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍!-->…