ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତ ୨୦୦ ଆପ ତିଆରି କରିଛି : କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାତୀୟ ସୁରକ୍ଷା ତଥା ଡାଟା ଗୋପନୀୟତା କାରଣରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର ଏବଂ ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ!-->…