Monthly Archives

July 2020

ବୌଦ୍ଧ ଧର୍ମ ହେଉଛି ସର୍ବୋଚ୍ଚ ସତ୍ୟର ଏକ ନୂତନ ଅଭିବ୍ୟକ୍ତି – ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଭାରତ ମୂଳତଃ ଧାମଗୁଡିକର ଦେଶ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେକରେ। ସେ କହିଛନ୍ତି ଯେ ଦେଶର ଲୋକମାନେ ବୌଦ୍ଧ ଧର୍ମକୁ ସର୍ବୋଚ୍ଚ ସତ୍ୟର ଏକ ନୂତନ ଅଭିବ୍ୟକ୍ତି ଭାବରେ ଦେଖନ୍ତି ଏବଂ ବୁଦ୍ଧଙ୍କ ଜ୍ଞାନ ଏବଂ ପ୍ରଚାର ଭାରତର ବୌଦ୍ଧିକ

ବିଜେପି କର୍ମୀଙ୍କୁ ମୋଦୀଙ୍କ ଉଦ୍‌ବୋଧନ: ବିଜେପି ପାଇଁ କ୍ଷମତା ହେଉଛି ଜନସେବାର ଏକ ମାଧ୍ୟମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ହିଁ ସଂଗଠନ’ ବୈଠକରେ ବିଜେପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କ‌ରୋନା ମହାମାରୀ ଲଢ଼େଇରେ ବିଜେପି କର୍ମୀମାନଙ୍କ ଅବଦାନ ପାଇଁ ପ୍ରଶଂସା କରିଛନ୍ତି। ଏହି ଭିଡିଓ କନଫରେନ୍ସ ବୈଠକରେ କେନ୍ଦ୍ର ଗୃହ

ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ଆଜି ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ। ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ,

ରାଜଧାନୀ ଭୁବନେଶ୍ୱରରେ ସମାବେଶ ମନା :ବିଏମସି

ଭୁବନେଶ୍ୱର,୪ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି କଟକଣା । କୌଣସି ପ୍ରକାର ସମାବେଶ, ରାଲି, ସଭା ଓ ଧାରଣା ଉପରେ କଟକଣା ଲାଗୁ ହୋଇଛି । ବିଏମସି ଅଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ନିୟମ ଉଲ୍ଲଙ୍ଘନ ଦେଖିଲେ ସ୍ଥାନୀୟ ଆଇଆଇସି

ଭୁବନେଶ୍ୱର ବିଏମ୍‌ସି ଅଫିସରେ ପଶିଲା କରୋନା : ଦୁଇ ଇଞ୍ଜିନିୟର, ଜଣେ ଡ୍ରାଇଭରଙ୍କୁ କରୋନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ରାଜଧାନୀରେ କରୋନା ମୁକାବିଲା ପାଇଁ ବିଏମ୍‌ସିରେ ଖୋଲିଛି କଣ୍ଟ୍ରୋଲ ରୁମ୍‌। କେଉଁ ଅଞ୍ଚଳ ସିଲ୍‌ ହେବ, ରାଜଧାନୀରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ‌ ନିଷ୍ପତ୍ତି ବିଏମ୍‌ସି ନେଉଛି। କରୋନା ହୁ ହୁ ହୋଇ ବଢ଼ୁଥିବାବେଳେ ଏବେ ବିଏମ୍‌ସି

ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ

ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ

ଭଦ୍ରକରେ ହେବ ସିନ୍ଥେଟିକ୍ ଫାଇବର କାରଖାନା : ଧର୍ମେନ୍ଦ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୦୫/୦୭ : ଭଦ୍ରକ ଜିଲାରେ ସିନ୍ଥେଟିକ୍ ଫାଇବର ନିର୍ମାଣ ପାଇଁ କାରଖାନା ନିର୍ମାଣ ହେବ । ନିକଟରେ ରାଜ୍ୟ ସରକାର ଏଥି ନିମିତ୍ତ ଜମି ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ

ଭାରତ ପରେ ଆମେରିକାରେ ଶୁଭିଲା ବୟକଟ୍ ଚାଇନା ନାରା,ଐତିହାସିକ ଟାଇମ ସ୍କୋୟାରରେ ଜୋରଦାର ପ୍ରଦର୍ଶନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନ୍ୟୁୟର୍କ ୦୫/୦୭: ଚୀନର ଆକ୍ରମଣାତ୍ମକ ଓ ବିସ୍ତାରବାଦୀ ନୀତିରେ ବିରକ୍ତି ଏବଂ ଅସନ୍ତୋଷ ପ୍ରକାଶ କରି ଏବେ ସମଗ୍ର ଦୁନିଆର ଲୋକ ସଡକକୁ ଓହ୍ଲାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭାରତୀୟ ଆମେରିକୀ, ତିବ୍ବତି ଓ ତାଇଓ୍ଵାନୀ ନାଗରିକ ଚୀନ ବିରୋଧରେ

ଆସିଗଲା ଦେଶର ପ୍ରଥମ ଦେଶୀ ଆପ୍ ‘Elyments’, ଆଜି ଉପ-ରାଷ୍ଟ୍ରପତି ଲଞ୍ଚ, କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ଭାରତରେ ବଡ ସଂଖ୍ୟାରେ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ତଥ୍ୟ ଅନୁଯାୟୀ ଦେଶରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ରହିଛି। ଏହା ସତ୍ଵେ ଦେଶରେ ସାମାଜିକ ଗଣମାଧ୍ୟମ ବଜାରରେ ବିଦେଶୀ କମ୍ପାନୀଙ୍କ
error: Content is protected !!
Open chat