Monthly Archives

July 2020

କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭:ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ

ସ୍ୱାସ୍ଥ୍ୟ କର୍ମୀଙ୍କ ଆଗରେ ଲକ୍ଷଣ ଲୁଚାନ୍ତୁ ନାହିଁ, ନେ ହେଲେ “ସବୁଦିନ ପାଇଁ ଲୁଚିଯିବେ”-ସୁବ୍ରତ…

ଭୁବନେଶ୍ୱର: କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍‌ଚୀ

କୁକୁର ମାଂସ ବିକ୍ରୟ ଓ ଭକ୍ଷଣ ନିଷେଧ କଲେ ନାଗାଲାଣ୍ଡ୍ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ କୋହିମା: ୦୪/୦୭: ଶୁକ୍ରବାର ଦିନ ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ  କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ

ଘରୋଇ ହସ୍ପିଟାଲ/ନର୍ସିଂହୋମ୍‌କୁ ଏସ୍‌ଓପି ଜାରି କଲା ବିଏମ୍‌ସି : ଓପିଡିର ପ୍ରବେଶ ପୂର୍ବରୁ ହଟସ୍ପଟ୍‌ ଜିଲ୍ଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜ୍ୟର ୫ଟି ହଟ୍‌ସ୍ପଟ୍‌ ଜିଲ୍ଲାରୁ ରାଜଧାନୀର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଓପିଡି ବା ବର୍ହିବିଭାଗର ପ୍ରବେଶ ଦ୍ବାରରୁ ହିଁ ଅଲଗା କର। ଫଳରେ ଏହି ଜିଲ୍ଲାଗୁଡ଼ିକରୁ ଆସୁଥିବା ରୋଗୀ ଅନ୍ୟମାନଙ୍କ

ଜେଇଇ ମେନ୍ ଆସନ୍ତା ‌ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଓ ନିଟ୍‌ ‘ନିଟ୍‌’ ସେ‌ପ୍ଟେମ୍ବର ୧୩ରେ ହେବ -କେନ୍ଦ୍ର ମାନବ ସମ୍ବଳ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି

“ଗ୍ଲୋ ଆଣ୍ଡ ଲଭଲି” – ‘ଫେୟାର ଆଣ୍ଡ ଲଭଲି’ ର ନୂଆ ନାଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୭ : ହିନ୍ଦୁସ୍ତାନ ୟୂନିଲିଭର ନିଜର ଲୋକପ୍ରିୟ ସ୍କିନ ଫେୟାର ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲି ନାମକୁ ବଦଳାଇଦେଇ ବର୍ତ୍ତମାନ ଗ୍ଲୋ ଅଣ୍ଡା ଲଭଲି କରିଦେଇଛି। କମ୍ପାନୀ କିଛି ଦିନ ପୂର୍ବରୁ ନିଜର ଏହି ବ୍ରାଣ୍ଡରୁ ଫେୟାର ଶବ୍ଦ ହଟାଇବାର ନିର୍ଣ୍ଣୟ ନେଇଥିଲା

ଦେଶବାସୀଙ୍କ ପାଇଁ ଖୁସି ଖବର: ‘କୋଭାକ୍ସିନ’ ପରେ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲା ଆଉ ଏକ ସ୍ବଦେଶୀ କୋଭିଡ୍-୧୯…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ଭାରତ ବାୟୋଟେକ୍ ‘କୋଭାକ୍ସିନ୍’ ନାମକ ଏକ ସମ୍ଭାବ୍ୟ ନୋବେଲ କରୋନାଭାଇରସ୍ ଟିକା ବିକଶିତ କରିବା ପରେ ଅହମ୍ମଦାବାଦ ସ୍ଥିତ ଜାଇଡସ କ୍ୟାଡିଲା ମଧ୍ୟ କରୋନାଭାଇରସକୁ ହରାଇବା ପାଇଁ ଆଉ ଏକ ଟିକା ପ୍ରସ୍ତୁତ କରିଛି । ଫେଜ୍-୧ ଏବଂ ଫେଜ୍-୨ରେ ଏହି

ଦିଲ୍ଲୀ-ଏନସିଆର ରେ ଭୂମିକମ୍ପର ଝଟକା ଅନୁଭୂତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ଲଗାତାକ କିଛିଦିନ ଧରି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁଣି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା

ରାୟଗଡ଼ାର ସୁପର ସ୍ପ୍ରେଡର ପରିବାର, ଗୋଟିଏ ପରିବାରରୁ ଗାଁ’ ର ୯୦ ଜଣ ସଂକ୍ରମିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାୟଗଡ଼ା ୦୩/୦୭ : ରାୟଗଡ଼ାରେ ଜିଲା ଗୁଣପୁର ବ୍ଲକରୁ ସୁପର ସ୍ପ୍ରେଡର ପରିବାର ଚିହ୍ନଟ ହୋଇଛନ୍ତି। ଏହି ସୁପର ସ୍ପ୍ରେଡର ପରିବାରର ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ଉକ୍ତ ଗାଁରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସୂଚନା ଅନୁସାରେ ଗୁଣପୁର
error: Content is protected !!
Open chat