Daily Archives

August 24, 2020

ଚୀନକୁ ଆଉ ଏକ ବଡ ଅର୍ଥନୈତିକ ଓ ବ୍ୟବସାୟିକ ଧକ୍କା: ଭାରତ ପରେ ଆରବର ‘ସାଉଦୀ ଅରାମକୋ’ ରଦ୍ଦ କଲା ୧୦୦୦ କୋଟି ଡ଼ଲାରର…

ନୂଆଦିଲ୍ଲୀ/ବେଜିଙ୍ଗ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ "ସାଉଦୀ ଅରାମକୋ" ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦୦୦ କୋଟିର ଡ଼ଲାର ନିବେଶ କରିବାର ଯୋଜନା

ସ୍କୁଲ ପାଠ୍ୟକ୍ରମ ହ୍ରାସ ସଂକ୍ରାନ୍ତରେ ଚଳିତ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର: ବିଦ୍ୟାଳୟ ଓ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଚଳିତ ବର୍ଷ ପାଠପଢା ନେଇ ଖୁବ‌ ଶୀଘ୍ର ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବ । ସ୍କୁଲ ପାଠ୍ୟକ୍ରମରେ ସିଲାବସ୍‌ ହ୍ରାସ କରିବା ସମ୍ପର୍କିତ ନିଷ୍ପତ୍ତି ଏହି ସପ୍ତାହରେ ନିଆଯିବ । ବିଶେଷଜ୍ଞ କମିଟି ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି ।

ଦୀପ ତଳ ଅନ୍ଧାର: ଘନଘନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ରାଜଧାନୀବାସୀ ଅତିଷ୍ଠ – ଅନ୍ୟ ଅଞ୍ଚଳ କଥା ପଚାରେ କିଏ ?

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜ୍ୟ ତମାମ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା । ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି । କେତେବେଳେ ଡ୍ରପ ଆଉଟ ହେଉଛି ବୋଲି କୁହାଯାଉଛି ତ କେତେ ବେଳେ ସଟ ଡାଉନ ନିଆଯାଇଛି ବୋଲି ଲୋକଙ୍କୁ

କରୋନା କଟକଣା ମଧ୍ୟରେ ଗଣପର୍ବ “ନୂଆଁଖାଇ” ପାଳିତ: ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ପରମ୍ପରା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାର କିଛି ବାସିନ୍ଦା ଯାଇ ପାରିନାହାନ୍ତି ନିଜ ନିଜ ଗାଁ କୁ। ଅନେକ ବି ବ୍ୟସ୍ତ ବହୁଳତା ଭିତରେ ଭୁବନେଶ୍ୱରରେ ରହି ଏଠାରେ ପାଳନ ନୂଆଁଖାଇ କରିଛନ୍ତି । ରାଜଧାନୀରେ ନୂଆଁଖାଇର ନୂଆ ରୂପରେ ଝଲକ ଦେଖିବାକୁ
error: Content is protected !!
Open chat