Yearly Archives

2020

ଇ-କମର୍ସ କମ୍ପାନୀ ‘ଫ୍ଲିପ୍‌କାର୍ଟ’ ଅଧିଗ୍ରହଣ କଲା ‘ଓ୍ବାଲ୍‌ମାର୍ଟ ଇଣ୍ଡିଆ’ର ୧୦୦%…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ରିଟେଲ ଇକୋସିଷ୍ଟମ ପରିବର୍ତ୍ତନ ଦିଗରେ ଏହା ସହାୟକ ହେବ। ଦେଶର କ୍ଷୁଦ୍ର ବ୍ୟବସାୟଗୁଡିକର କ୍ଷମତା ବିସ୍ତାର କରିବାରେ ଏହା

ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ସଂକ୍ରମିତ, ମୋଟ ସଂଖ୍ୟା ୧୮୨୮ ହେଲା; କଟକ ସହରରୁ ଚିହ୍ନଟ ହେଲେ ୩୫ ଆକ୍ରାନ୍ତ ,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ସମୟ ନିର୍ଘଣ୍ଟ : ଅଗଷ୍ଟ ୫ ତାରିଖ ସମୟ ୧୨.୩୦

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ କରିଚାଲିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ସୂଚନା ଦେଲେ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ

ଚାନ୍ଦବାଲି ବ୍ଲକ ‘ମତୋ – ଚୌଧୁରୀଘାଟ’ ରାସ୍ତା ସମ୍ପ୍ରସାରଣ ପାଇଁ ନଳଗୋହିରା ବଜାର ଉଚ୍ଛେଦ :…

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ବହୁପ୍ରତୀକ୍ଷିତ ତଥା ବହୁମୁଖୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 'ମତୋ -ଚୌଧୁରୀଘାଟ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ବହୁପ୍ରତୀକ୍ଷିତ ରାସ୍ତା ଦ୍ବାରା

ଅନ୍‌ଲାଇନ୍‌ ପରୀକ୍ଷାରେ ବିଫଳ ହେଲେ ଅଫ୍‌ଲାଇନ୍‌ ସୁଯୋଗ ଦିଆଯିବ – ବିପିୟୁଟି ପରୀକ୍ଷା ନିର୍ଦେଶକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଶେଷ ସେମିଷ୍ଟର ଅନ୍‌ଲାଇନ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ବିଦ୍ୟାର୍ଥୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଏନେଇ ବିପିୟୁଟି ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ବିନା ପରୀକ୍ଷାରେ ସିଟି ଛାତ୍ରଛାତ୍ରୀଙ୍କ ଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୫/୦୭: ସିଟି ତାଲିମପ୍ରାପ୍ତ (ଡିଇଏଲ୍‌ଇଡ୍‌)ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପ୍ରାୟ ୭୫୦୦ ଛାତ୍ରଛାତ୍ରୀଙ୍କର ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ। ଏ ସମ୍ପର୍କରେ

ରାଜଗାଙ୍ଗପୁର : ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଝାରସୁଗୁଡା-ରାଉରକେଲା ରୁଟରେ ରେଳ ଚଳାଚଳ ବ୍ୟାହତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍

ସିପ୍ଲା କଂପାନୀ ଭାରତକୁ ଆଣିଲା କୋଭିଡ-19 ର ଶସ୍ତା ଔଷଧ ‘ସିପ୍ଲେଞ୍ଜା’,ଦାମ ମାତ୍ର ୬୫ ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭:କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ

“ଭାବିଜୀ ପାମ୍ପଡ” ଖାଆନ୍ତୁ – କରୋନାକୁ ମାତ୍‌ ଦିଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୨୫/୦୭: ମହାମାରୀ କରୋନା ଭାଇରସର ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲା ‘ଭାବିଜୀ’ କ୍ରିସିପ୍‌ ପାମ୍ପଡ ଲଞ୍ଚ କରିଛନ୍ତି। ଏହି ପାମ୍ପଡ ଦେଶରୁ କରୋନା ଭାଇରସକୁ ଦୂରେଇବାରେ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାର ଭିଡିଓ ସୋଶାଲ
error: Content is protected !!
Open chat