Yearly Archives

2020

ଦ୍ୱେତ ନଗରୀ କରୋନା ଅପଡେଟ : ଆଜି ରାଜଧାନୀରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୭ : ଆଜି ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି

ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ବିଜେପି ରୋକ ଲଗାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଥିବା ଭିତିରି ବୁଝାମଣା ପୁଣିଥରେ ସାମ୍ନାକୁ ଆସିଛି। କରୋନା ମୁକାବିଲାରେ ଭାରତ ସରକାର କେତେ ଦୂର ସଫଳ ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପିଏମ

ହୋମ୍ ଆଇସୋଲେସନ୍ ନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ SOP ଜାରି କଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ SOP ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। ଏହି SOPରେ କୁହାଯାଇଛି, ହୋମ୍ ଆଇସୋଲେସନରେ ରହିବାକୁ

ବିବାଦ ନକରି ଭାରତ ଓ ଚୀନ ପରସ୍ପର ସହଯୋଗୀ ହେବା ଉଚିତ :ଚୀନ ରାଷ୍ଟ୍ରଦୂତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ସୀମାରେ ସୈନ୍ୟ ଠୁଳକରି ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ଆଜି ଶାନ୍ତିର କଥା କହିଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ୍‌ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , Whatsapp ଓ Teligramରେ ପଠାଯିବ ସମନ୍ ଓ ଲିଗାଲ ନୋଟିସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଏବେ କୋର୍ଟଙ୍କ ପକ୍ଷରୁ ସମନ୍‌ ଅଥବା ଲିଗାଲ ନୋଟିସ୍‌ ସୋସିଆଲ ନେଟୱାର୍କିଂ ସାଇଟ୍‌ରେ ପଠା ଯାଇପାରିବ। ଏଥିଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍‌

ସାରା ଦେଶରେ ଖୁବ୍‍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ : ଆଇସିଏମ୍‍ଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭:: କୋଭିଡ୍‍-୧୯ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‍ଆର) ସାରା ଦେଶରେ ଖୁବ୍‍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ ଆରମ୍ଭ କରିବାକୁ ଯୋଜନା କରୁଛି। ଲୋକମାନଙ୍କ ମଧ୍ୟରେ କୋଭିଡ୍‍-୧୯ ସଂକ୍ରମଣର ଗତି

ଆସନ୍ତା ସପ୍ତାହରୁ ୧୦ କରୋନା ନମୂନା ଟେଷ୍ଟ ହେବ: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ବର ୧୧/୦୭: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା

ବ୍ୟାନ୍‌ ହୋଇଥିବା ୫୯ ଚାଇନିଜ୍‌ ଆପକୁ ସରକାରଙ୍କ ନୋଟିସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍‌ ହୋଇଥିବା ୫୯ ଟି ଚାଇନିଜ୍‌ ଆପକୁ ନୋଟିସ୍‌ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍‌ରେ ବ୍ୟାନ୍ ହୋଇଥିବା ଆପ୍‌ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି।

ବାୟୁ ଦ୍ୱାରା କରୋନା ବ୍ୟାପିବା ସମ୍ଭାବନା ପରେ WHO ର ନୂଆ ଗାଇଡଲାଇନ୍ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ବାୟୁ ଦ୍ୱାରା ଭାଇରସ ବ୍ୟାପିବା ଖବର ଆସିବା ପରେ ଏହି ଗାଇଡଲାଇନ୍ ଜାରି କରାଯାଇଛି । ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗାଇଡଲାଇନ୍
error: Content is protected !!
Open chat