Yearly Archives

2020

ଆଉ ୨୦ ହଜାର ‘ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ’ କିଟ୍‌ ପହଞ୍ଚିଲା ଓଡ଼ିଶା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌। ସେଥିରୁ କଟକ SCBକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍‌ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦

ବଲିଉଡର ସୁରମା ଭୋପାଲି ତଥା ହାସ୍ୟ ଅଭିନେତା ଜଗଦୀପ ଚାଲିଗଲେ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭: ବଲିଉଡର ବରିଷ୍ଠ ଅଭିନେତା ଜଗଦୀପଙ୍କ ପରଲୋକ । ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ଅଭିନୀତ ବ୍ଲକ ବଷ୍ଟର ମୁଭି ସୋଲରେ ସୁରମା ଭୋପାଲି ଭାବେ ଅଭିନୟ କରିଥିବା ଜଗଦୀପ ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡି ତାଙ୍କର ଦେହାନ୍ତ

ପ୍ରଶାସନ ଦ୍ଵାରା ପୁରୀ ସ୍ୱର୍ଗଦ୍ୱାରରେ ଉପରେ କଟକଣା ଲାଗୁ : ବିଜେପି କହିଲା ରଥଯାତ୍ରା ବନ୍ଦ କରିବା ଷଡଯନ୍ତ୍ର ଭଳି,…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ହିନ୍ଦୁ ଧର୍ମରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ହଜାର ହଜାର ସଂଖ୍ୟାରେ ଶବ ଦାହ କରାଯାଏ । ସେହିପରି ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଣ୍ଠି ପ୍ରସଙ୍ଗ : ଅନୁଧ୍ୟାନ କରିବ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ  ଉଠୁଥିବା ବେଳେ ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।

ଜୁଲାଇ ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଭୁବନେଶ୍ୱରରେ ଅଫିସ ଆସିବା କଟକଣା ଲଗାଇଲେ ଓଡ଼ିଶା ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ୱରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ

ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’ – ଫେସବୁକରେ ବଦଳାଇଲେ ପ୍ରୋଫାଇଲ୍ ଫଟୋ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର ଖୁବ ଟ୍ରେଣ୍ଡ ହେଉଛି। ଯେଉଁଥିରେ

କଟକ ଶିଶୁଭବନରେ ପହଞ୍ଚିଲା କରୋନା : ଆଜି ସୁଦ୍ଧା ଦୁଇ ଶିଶୁ ଆକ୍ରାନ୍ତ

କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ରହିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଝାଡଖଣ୍ଡ ୦୮/୦୭ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଝାଡଖଣ୍ଡର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଏବଂ ବିଧାୟକ ମଥୁରା ପ୍ରସାଦ ମହାତୋ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ

କଟକଣା ଲଗାଇଲେ ରାଜଭବନ କର୍ତ୍ତୃପକ୍ଷ : ଜୁଲାଇ ୩୧ ଯାଏଁ ରାଜଭବନକୁ ପ୍ରବେଶ ମନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ

DG ଙ୍କ ସହ ବିବାଦ : ଜାମ୍ମ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିଲମ୍ବିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜାମ୍ମୁକାଶ୍ମୀର ୦୮/୦୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି ।ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି
error: Content is protected !!
Open chat