Yearly Archives
2020
କରୋନା ଅପଡେଟ୍ : ଦେଶରେ ଆରୋଗ୍ୟ ହାର ୫୮.୨.୪%, ୧୫, ୩୦୧ ମୃତ
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬ : ଦେଶରେ କୋଭିଡ୍-୧୯ ଆରୋଗ୍ୟ ହାର ୫୮.୨.୪%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୋଟ୍ ୨ଲକ୍ଷ ୮୫ ହଜାର ୬୩୭ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶର ବିିଭିନ୍ନ!-->!-->!-->…
ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଖୁବଶୀଘ୍ର ହୋଇପାରେ ନିଷ୍ପତ୍ତି।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଏବେ ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଯାଉଛି। କରୋନା ଭାଇରସ୍ ଲକ୍ଡାଉନ୍ରେ ଦେଶରେ ଯାହା ସବୁ ଗତିବିଧି ବନ୍ଦ ଥିଲା ସେସବୁ ଖୋଲିବାର ପ୍ରକ୍ରିୟା ଅନଲକ ୧.୦ରେ ଆରମ୍ଭ ହୋଇଥିଲା। ମାତ୍ର ଯେଉଁଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ!-->!-->!-->…
ହଟସ୍ପଟ୍ ଜିଲ୍ଲାରୁ ଫେରିଲେ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ କଲା ବିଏମ୍ସି ।
ଭୁବନେଶ୍ବର (କଳିଙ୍ଗ ଜ୍ୟୋତି) ୨୬/୦୬ : ଏଣିକି ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍ରେ ରହିବେ। ହଟସ୍ପଟ୍ ଜିଲ୍ଲାରୁ ଫେରିଲେ ହୋମ୍ କ୍ବାରେଣ୍ଟିନ୍ରେ ରହିପାରିବେନି ।କରୋନା କଟକଣାକୁ ବଢାଇଛି ଭୁବନେଶ୍ବର ମହାନଗର ନିଗମ। ଏବେ ସରକାରୀ କ୍ବାରେଣ୍ଟିନ୍କୁ ବାଧ୍ୟତାମୂଳକ!-->…
ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬/୦୬ : ଉଭୟ ପକ୍ଷର ସୈନ୍ୟ ଛାଉଣୀ ଓ ଅସ୍ତ୍ରଶସ୍ତ୍ର ଠୁଳ ରଣନୀତି ଆଗାମୀ ଦିନରେ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ କୂଟନୈତିଜ୍ଞ ମାନେ ମତ ଦେଉଛନ୍ତି । ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି,!-->…
ଜାମ୍ମୁକାଶ୍ମୀର: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ…
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬: ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ। ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି!-->…
ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ପୂରୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ!-->…
ଖୁବଶିଘ୍ର ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ଆଶାୟୀ ଅଛନ୍ତି ବହୁ ଟାଣୁଆ ନେତା
ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ, ବଦଳି ପାରେ ପିସିସି ଚୌକି, ରେସ୍ରେ ଅଛନ୍ତି ବହୁ ଟାଣୁଆ ନେତା । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି। କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ!-->…
ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଶିଷ୍ଟବ୍ଯକ୍ତି ଙ୍କ ଅଭିନନ୍ଦନ।
ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ!-->…
ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ : ଜାମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ।
ନୂଆଦିଲ୍ଲୀ / ଜାମ୍ମୁକାଶ୍ମୀର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ : ତ୍ରାଲରଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ!-->…
