ଚୀନ୍ ବିରୁଦ୍ଧରେ ଭାରତୀୟ ନାଗରିକ : “ଡ଼ିଜିଟାଲ୍ ଯୁଦ୍ଧ” ମାଧ୍ୟମରେ ଚୀନକୁ ଚୁରମାର୍ କରିବାକୁ ଲକ୍ଷ୍ୟ । ଗୁଗଲରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬/୦୬ :ଭାରତ-ଚୀନ୍ ବିବାଦ ଭିତରେ ସୀମାରେ ସଂଘର୍ଷ ଚାଲିଥିଲା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଯୁଦ୍ଧ ଚାଲିଛି । ଆଉ ଏହି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ସାଧାରଣ ନାଗରିକ । ସାରା ଦେଶରେ ଚାଇନିଜ୍ ଆପକୁ ବିରୋଧ କରି ଲୋକମାନେ ନିଜ ଆକ୍ରୋଶ ଜାହିର କରୁଛନ୍ତି ।!-->!-->!-->…
