Yearly Archives

2020

ନୂତନ ସଂସଦ ଭବନ ନିର୍ମାଣ ଲାଗି ‘ଟାଟା ପ୍ରୋଜେକ୍ଟସ‌ ଲିମିଟେଡ୍‌’‌କୁ ମିଳିଲା ୮୬୧ କୋଟି ଟଙ୍କାର ଠିକା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ନୂଆ ସଂସଦ ଭବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏ ବର୍ଷ ପ୍ରାରମ୍ଭରେ ନରେନ୍ଦ୍ର ମୋଦୀ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାର କହିଥିଲେ ଯେ, ଏବେକାର ସଂସଦ ଭବନ ପରିସର ମାତ୍ରାଧିକ ବ୍ୟବହାର ହୋଇ ଜରାଜୀର୍ଣ୍ଣତାର ଲକ୍ଷଣ

ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ସହାୟତା ସହ କଟକ-ଭୁବନେଶ୍ୱରସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ ସାରା ରାଜ୍ୟରୁ ରୋଗୀ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଟ୍ୱିନ୍‌-ସିଟି କଟକ-ଭୁବନେଶ୍ୱର ସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ କୋଭିଡ଼ ରୋଗୀମାନଙ୍କୁ ପଠାଇବା ନିମନ୍ତେ ସରକାର ବାରଣ କରିନାହାନ୍ତି । ସରକାର ଟ୍ୱିନ୍‌-ସିଟିରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକମାନଙ୍କ ପାଇର୍

ଆଗାମୀ ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କର ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାର-ପ୍ରସାର…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଭାରତର ନିର୍ବାଚନ କମିଶନଙ୍କ ପରିବର୍ତ୍ତିତ ନିର୍ଦ୍ଦେଶାନୁସାରେ ଓଡ଼ିଶାର ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ

ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ ସମେତ ଡ୍ରାଇଭର ଓ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ହେବ କରୋନା ପରୀକ୍ଷା

ସେପ୍ଟେମ୍ବର ୨୯ ତାରିଖ ପୂର୍ବରୁ ବିଧାନସଭା ସଚିବ ତଥା ବିଧାନସଭାର ସବୁ କର୍ମଚାରୀଙ୍କର ମଧ୍ୟ ହେବ କୋଭିଡ ପରୀକ୍ଷା ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଆଗାମୀ ୨୯ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତେବେ ଏହି ଅଧିବେଶନ ପୂର୍ବରୁ ସବୁ

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ କରୋନା: ନିଜେ ଟ୍ୱିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

କରୋନା ପ୍ରଭାବ: ସଂସଦ ସଦସ୍ୟଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ବିଲ ଲୋକସଭାରେ ପାସ

ଦୁଇ ବର୍ଷ ଯାଏ ସାଂସଦଙ୍କ ହାତପାଣ୍ଠି ସ୍ଥଗିତ : ବର୍ଷକ ପର୍ଯ୍ୟନ୍ତ ୩୦% ଦରମା ହ୍ରାସ ବିଲ ଲୋକସଭାରେ ପାସ ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : ଆଜି ସଂସଦ ସଦସ୍ୟଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ବିଲ୍ ଲୋକସଭାର ମଞ୍ଜୁରୀଲାଭ କରିଛି । ଏହା ଅନୁସାରେ, ଆଗାମୀ ୧

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ବନ୍ୟାଜନିତ ଚାଷ କ୍ଷୟକ୍ଷତିର କ୍ଷେତ୍ରୀୟ ତଦନ୍ତ କଲେ କୃଷି ଅଧିକାରୀ

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : ବୈତରଣୀ ନଦୀରେ ଗତ କିଛିଦିନ ତଳେ ଆସିଥିବା ବନ୍ୟାରେେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଶେଷତଃ ହଜାର ହଜାର ଚାଷୀମାନଙ୍କର ଝାଳବୁହା ପରିଶ୍ରମ ଅର୍ଜିତ ହଜାର ହଜାର

ଅଫିସ ତିଆରି କରିବା ପାଇଁ ଟଙ୍କା ନାହିଁ, ସେହି ଭଙ୍ଗ‌ା ଅଫିସରେ କାମ କରିବି: କଙ୍ଗନା ରାଣାୱତ୍

କଳିଙ୍ଗ ଜ୍ୟୋତି ବ୍ୟୁରୋମୁମ୍ବାଇ ୧୧/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଅଭିନେତ୍ରୀଙ୍କ ମୁମ୍ବାଇ କାର୍ଯ୍ୟାଳୟ ବିଏମସିର ବୁଲଡୋଜରର ଶିକାର ହୋଇଥିଲା। ସେପ୍ଟେମ୍ବର ୯ରେ, କଙ୍ଗନା ମନାଲିରୁ ମୁମ୍ବାଇ ଫେରିଥିବାବେଳେ ବିଏମସି

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍‍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୯ : ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ

‘ଶିବସେନା ଏବେ ସୋନିଆ ସେନା’ : କଙ୍ଗନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୧୧/୦୯ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ କେନ୍ଦ୍ରକରି ରାଜନୀତି ଆହୁରି ଘନୀଭୂତ ହୋଇଛି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ‘ତୁ’ ବୋଲି ସମ୍ବୋଧନ କରିବା ଓ କିଛି ଅଶାଳୀନ ତଥା ଉତ୍ତେଜକ ମନ୍ତବ୍ୟ
error: Content is protected !!
Open chat