Yearly Archives

2020

ରାମ ମନ୍ଦିର ଭୂମିପୂଜା ସମୟରେ ଆମେରିକାର ହିନ୍ଦୁ ମନ୍ଦିର ଗୁଡ଼ିକରେ ରାଷ୍ଟ୍ରୀୟ ପ୍ରାର୍ଥନା ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ୱାଶିଂଟନ୦୩/୦୮: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ସୌରଭ ଗାଙ୍ଗୁଲି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୩/୦୮ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଆଜି ବିସିସିଆଇର

ଶାହାଙ୍କ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ : ନିଜେ ଟୁଇଟ କରି ସୂଚନା ଦେଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୦୩/୦୮: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।ରିପୋର୍ଟ ପଜିଟିଭ୍ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି

୨୦୨୨ ସୁଦ୍ଧା ବିଶ୍ବର ଉଚ୍ଚତମ ରେଳପୋଲ ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ : ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କଲେ ତେଲେଙ୍ଗାନା ବିଜେପି ମୁଖ୍ୟ…

ନୂଆଦିଲ୍ଲୀ / ହାଇଦ୍ରାବାଦ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ତେଲେଙ୍ଗାନା ବିଜେପି ନେତା ତଥା ମୁଖ୍ୟ ପ୍ରବକ୍ତା କୃଷ୍ଣ ସାଗର ରାଓ ଅଯୋଧ୍ୟା ରାମମନ୍ଦିର ଭୂମି ପୂଜନକୁ ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ

ବଲାଙ୍ଗିରରେ ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର /ବଲାଙ୍ଗିର ୦୩/୦୮: : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍‍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି।

ଭାରତୀୟ ରେଳବାଇର ୧୦୯ ରୁଟର, ୧୫୧ଟି ଟ୍ରେନରେ ଖୁବଶୀଘ୍ର ହୋଇପାରେ ଘରୋଇକରଣ : ଟ୍ରେନ ଟିକେଟ ଭଡାରେ ରହିବ ନାହିଁ କୌଣସି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଭାରତୀୟ ରେଳବାଇ ୩୫ ବର୍ଷ ପାଇଁ ବେସରକାରୀ କମ୍ପାନୀଙ୍କୁ ୧୦୯ ରୁଟ୍ ରେ ୧୫୧ ଟି ଟ୍ରେନ୍ ଚଳାଇବା ଦେବାକୁ ଯାଉଛି। ଏଥିପାଇଁ ଅନେକ ଆଶାୟୀ କମ୍ପାନୀ ଆବେଦନ କରିବାକୁ ଚାହୁଁଛନ୍ତି। ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରୁ

ନୀତି ଆୟୋଗଙ୍କ ସୁପାରିଶ : ଘରୋଇକରଣ ହେବ ୩ ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଆଗକୁ ଦେଶର ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ହୋଇପାରେ ଘରୋଇକରଣ। ଏ ନେଇ ନୀତି ଆୟୋଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଘରୋଇକରଣ ହେବାକୁ ଥିବା ଏହି ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ପଞ୍ଜାଵ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ

ଭାରତରେ ମୋବାଇଲ କାରଖାନା ବସାଇବା ଲାଗି ୨୨ ବିଶ୍ୱସ୍ତରୀୟ କମ୍ପାନୀ ଆଗ୍ରହୀ : କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୨/୦୮ : ଭାରତରେ ମୋବାଇଲ ନିର୍ମାଣ ଲାଗି ଜର୍ମାନ, ଦକ୍ଷିଣକୋରିଆ, ତାଇୱାନ, ଅଷ୍ଟ୍ରିଆ କମ୍ପାନୀ ଆଗ୍ରହୀ - ସାମସଙ୍ଗ, ଆପଲ୍, ଡ଼ିକ୍ସନ, ଲାଭା ଆଦି କମ୍ପାନୀ ନିମନ୍ତେ ଠିକାରେ କାମ କରୁଥିବା କିଛି ଭାରତୀୟ କମ୍ପାନୀ ସହ ବିଦେଶର ୨୨ କମ୍ପାନୀ

ଚୀନରେ ଅତିଷ୍ଠ ‘ଵିଘର’ ମୁସଲିମ୍‌ ମହିଳା : ଖୋଲିଲେ ବେଜିଂ ପ୍ରଶାସନର ମୁଖା ! !

ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍‌ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍‌ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର
error: Content is protected !!
Open chat