Yearly Archives

2020

ପ୍ରଥମ ଅଣ-ଗୋରା ବ୍ୟକ୍ତି ଭାବେ ବ୍ରିଟିଶ ମୁଦ୍ରାରେ ସ୍ଥାନ ପାଇବେ ମହାତ୍ମା ଗାନ୍ଧୀ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ବ୍ରିଟେନ ଏକ ମୁଦ୍ରା ଛାପିବାକୁ ଯାଉଛି। ଯେଉଁଥିରେ, ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ଥାନ ଦିଆଯିବ। ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ବ୍ରିଟେନର ଟ୍ରେଜେରୀ ଶନିବାର

ମହିମା ମଣ୍ଡିତ “ବାବାମଣି” : ଅଲୌକିକ ସେ ପୀଠ ‘ଆରଡ଼ି ଧାମ’

ଆରଡି ରୁୁ ସ୍ୱତନ୍ତ୍ର ଉପସ୍ଥାପନା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର

ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି

ଅକ୍ସଫୋର୍ଡ ଭ୍ୟାକ୍ସିନ COVISHILD ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇର ସେରମ୍…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି

ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ :  ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଆଜି ସରକାର ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏହି ଅଦଳ ବଦଳ କରିିିିିିିଥିବା ପ୍ରକାଶ। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ ପରେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଉପରେ ପ୍ରହାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଚୀନ୍‌ ଭାରତ ବିରୋଧରେ ଆକ୍ରମଣାତ୍କମ ପଦକ୍ଷେପ ଗ୍ରହଣ କରି ସୀମାରେ ଉତ୍ତେଜନା ବଢ଼ାଇଛି। ଏଭଳି ସ୍ଥିତିରେ ଭାରତ ଚୀନ୍‌ର ଅନେକ ଫାର୍ମ ଏବଂ ମୋବାଇଲ ଆପ୍‌କୁ ବନ୍ଦ କରି ସାରିଛି।

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୩/୦୮ : ଅଭିନେତା ଅନୁପମ ଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡ୍‌ନୀରେ ସମସ୍ୟା ଦେଖାଦେଇଛି। ତେବେ ଅର୍ଥାଭାବରୁ ଉତ୍ତମ ଚିକିତ୍ସା ହୋଇପାରୁ ନଥିବାରୁ ତାଙ୍କ ଭାଇ ଅନୁରାଗ ଶ୍ୟାମ ସାହାଯ୍ୟ

କୋଭିଡ୍‌-୧୯ ସଂକ୍ରମଣ ବ୍ୟାପକତାକୁ କମାଇଦିଏ ବିସିଜି ଟିକା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଟ୍ୟୁବରକଲୋସିସ୍‌(ଟିବି) ରୋଗ ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍‌ କାଲମେଟ୍‌ ଗୁଏରିନ୍‌) ଟିକା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଅତି କମ୍‌ରେ ଏହା ପ୍ରଥମ ୩୦ ଦିନ

ଆପଲ୍‌ ଚାଇନା ଷ୍ଟୋର୍‌ରୁ ୨୯,୮୦୦ ଆପ୍‌ ହଟାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ ।

ଭାରତ-ଚୀନ ସୀମା ବିବାଦ : ପୁଣି କାରସାଦି କରି ଲିପୁଲେଖ ସୀମାନ୍ତରେ ଠୁଳ ହେଲେଣି ୧,୦୦୦ ଚାଇନା ସୈନିକ !!

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଲିପୁଲେଖ ଅଞ୍ଚଳ ଭାରତ, ନେପାଳ ଓ ଚୀନ୍ ସୀମାକୁ ମିଶାଉଥିବା ସ୍ଥାନ, ଯାହାକି ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚାର ପରିସରରେ ରହିଛି। ଚୀନର ଏକ ବାଟାଲିୟନ ଅର୍ଥାତ ୧ ହଜାର ସୈନିକ ସେଠାରେ ମୁତୟନ ଅଛନ୍ତି। ଭାରତ ମଧ୍ୟ ନିଜର ସେହି ପରିମାଣ
error: Content is protected !!
Open chat