Yearly Archives

2020

ମାନବ ସମ୍ବଳ ମନ୍ତ୍ରଣାଳୟର ନୂଆ ନାମକରଣ : ହେଲା ‘ଶିକ୍ଷା ମନ୍ତ୍ରଣାଳୟ’ନୂଆ ଶିକ୍ଷାନୀତି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ

ଅମ୍ବାଲାରେ ଅବତରଣ କଲା ରାଫେଲ,ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି

ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଖେଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ

ଯୁକ୍ତ ତିନି ଆଡ଼ମିଶନ ପାଇଁ ଗାଇଡ ଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ଷ୍ଟୁଡ଼େଣ୍ଟ ଏକା‌େ‌ଡ଼ମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ପ୍ରକଳ୍ପ ଅଧୀନରେ ୨୦୨୦-୨୧ ପାଇଁ ଇ ନାମଲେଖା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ, ସ୍ବୟଂଶାସିତ, ସଂସ୍କୃତ ଓ ସେଲ୍ଫ

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ସତର୍କ କରାଇଲା “ର”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : ଆଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏହା ଫଳରେ ଅଯୋଧ୍ୟା

‘ମିଜାଇଲ ମ୍ୟାନ’ ତଥା ଭାରତରତ୍ନ ସ୍ୱର୍ଗତଃ ଡ. ଅବଦୁଲ କଲାମଙ୍କ ମାନସସନ୍ତାନ – ଧାମରାସ୍ଥ…

ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ଭଦ୍ରକ ଜିଲା ଧାମରା ନିକଟରେ ଥିବା ଭାରତ ବର୍ଷର ବୃହତ୍ତମ ପ୍ରତିରକ୍ଷା ଘାଟି ହୁଇଲର ଦ୍ୱୀପ ଏବେ କଲାମ ଦ୍ୱୀପ ନାମରେ ନାମିତ ହୋଇଛି । ଏହି ଦ୍ୱୀପରେ ଥିବା କଲାମଙ୍କ ମାନସ ପୁତ୍ର ତଥା ପୃଥିବୀ କ୍ଷେପଣାସ୍ତ୍ରର ପ୍ରଥମ ଖସିବା ସ୍ଥାନ ତଥା କାଲାମ

ଅଗଷ୍ଟରେ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀବାହୀ ଟ୍ରେନ ଏହି ରୁଟ୍‌ରେ ଚଳାଚଳ କଲେ କେନ୍ଦ୍ରାପଡ଼ା ସମେତ ବହୁ ଲୋକ ଉପକୃତ

ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ : ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ ଆଣିଛନ୍ତି ରାଜ୍ୟ ପାଇଁ ଗୌରବ । ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଅନ୍ୟ ୭ ଜଣଙ୍କ ସହ ସ୍ଥାନ ପାଇଛନ୍ତି ଅର୍ଚନା । ଏ ସମ୍ପର୍କରେ ଜାତିସଂଘ ମହାସଚିବ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ବେଧଡକ ଗୋରୁ ତଷ୍କର ! ! ରାଉରକେଲା ଅଞ୍ଚଳରୁ ପୁଣି ଏକ ଗୋରୁ ବୋଝେଇ ପିକ‌ଅପ ଜବତ ।

ରାଉରକେଲା ନିକଟସ୍ଥ ବେଦବ୍ୟାସରୁ, ଗତକାଲି ବିଳମ୍ବିତ ରାତି ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ - ଡ୍ରାଇଭର୍‌ ଗିରଫ, ହେଲ୍‌ପର ଫେରାର ।ଆଇନ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ବେଖାତିର ଅପରାଧୀ : ବାରମ୍ବାର ନିର୍ଦ୍ଦିଷ୍ଟ ଅଞ୍ଚଳ ଗୋରୁ-ତଷ୍କରିରେ ସମ୍ପୃକ୍ତ !! ରାଉରକେଲା,(କଳିଙ୍ଗ ଜ୍ୟୋତି

ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ ହାର ୭୮.୭୬% – ପୁଅଙ୍କୁ ପଛରେ ପକାଇଲେ ଝିଅ ।

ବରଗଡ଼ ଜିଲାରେ ସର୍ବାଧିକ ୮୯.୩୭% ପରୀକ୍ଷାର୍ଥୀ ପାସ ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୧୮% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ।୮୧.୯% ଝିଅ ପାସ୍ ଓ ପୁଅଙ୍କ ପାସ ହାର ୭୭.୮% : ପାସ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ ।ମଧ୍ୟମା (ସଂସ୍କୃତ) ପରୀକ୍ଷାରେ ୯୭.୧୮% ପାସ କରିଥିବା ବେଳେ
error: Content is protected !!
Open chat