Daily Archives

January 22, 2021

ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍‌ସିଟିସି

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ଶାଖା ଆଇଆର୍‌ସିଟିସି ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। କୋଭିଡ୍‌ ପୂର୍ବରୁ ଆଇଆର୍‌ସିଟିସି ଦିନକୁ ପ୍ରାୟ ୨୦ ହଜାର ଇ-କ୍ୟାଟରିଂ ବରାଦ ଗ୍ରହଣ କରୁଥିଲା। ମାତ୍ର ‌କରୋନା କାରଣରୁ ୨୦୨୦ ମାର୍ଚ ୨୨

ବଢ଼ୁଛି ମମତାଙ୍କ ଅଡ଼ୁଆ: ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ଦେଲେ ପଦରୁ ଇସ୍ତଫା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତୃଣମୂଳ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ିଥିଲେ । ଏହାପରେ ଅଧିକାରୀ ଭ୍ରାତା ମମତାଙ୍କୁ ଛାଡ଼ି ଚାଲିଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଆଉ ୩ ମାସ ପରେ ପଶ୍ଚିମବଙ୍ଗ

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ : ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା ପ୍ରଶାସନ ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ଣରେ ସେ ଶେଷ
error: Content is protected !!
Open chat