ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ଯୋଗାଇବ କୋଭିଡ ଟିକା – ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଭାରତ କୋଭିଡ ୧୯ ସମୟରେ ବିଶ୍ୱର ୧୫୦ଟିରୁ ଅଧିକ ଦେଶକୁ ଚିକିତ୍ସା ସାମଗ୍ରୀ ଯୋଗାଇଛି। ଇସ୍ରାଏଲ୍ର ଜାତୀୟ ସୁରକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଏପରିକି ଭାରତରେ କୋଭିଡ ପ୍ରତିଷେଧକ!-->…