Daily Archives

January 29, 2021

ସୁରକ୍ଷା ବଳୟରେ ଥିବା ଦିଲ୍ଲୀର ଇସ୍ରାଏଲ୍‌ ଦୂତବାସ ନିକଟରେ ବିସ୍ଫୋରଣ, ଜଣେ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତବାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆହତ ହୋଇଥିବା ସୂଚନା ରହିଛି। ସେଠାରେ ଥିବା କିଛି କାର୍‌ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀ ପୁଲିସ୍‌ ଏ ନେଇ ସୂଚନା ଦେଇ ବିସ୍ଫୋରଣ ଘଟିଥିବା କଥା ନିଶ୍ଚିତ

ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ : ଅର୍ଥନୈତିକ ସର୍ଭେ

ଭୁବନେଶ୍ବର : ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି । ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି ଆଜି ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ।
error: Content is protected !!
Open chat