ଶୈବପୀଠ ଭକ୍ତିମୟ, ଜାଗର ପାଇଁ ଉଜାଗର ଭକ୍ତ
ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ, ଦିନ ତାପମାତ୍ରା ଯଦିଓ ଅସହ୍ୟ ତଥାପି ଭକ୍ତମାନଙ୍କ ଭକ୍ତିରେ ଭାବମୟ ହୋଇଉଠିଛି ଶିବମନ୍ଦିର। ସବୁଆଡେ ଭକ୍ତିମୟ ପରିବେଶ।
ଆରଡ଼ି ଆଖଣ୍ଡଳମଣି ପୀଠଆଜି କରୋନା କଟକଣା ଅନୁଯାୟୀ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ!-->!-->!-->…