ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ
ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ ଆସନ୍ତା ୧୯ ତାରିଖରେ ଭାରତ ଗସ୍ତରେ ଆସିବେ। ସେ ତାଙ୍କ ଗସ୍ତ କାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରି ଦିନିଆ ଗସ୍ତ କାଳରେ!-->…