ବ୍ୟାଙ୍କ ଧର୍ମଘଟ : ସୋମବାର, ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ, ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା
ନୂଆଦିଲ୍ଲୀ : ଗତ ଶନିବାର ଓ ଆଜି (ରବିବାର ) ବନ୍ଦ ଥିବା ବ୍ୟାଙ୍କଗୁଡ଼ିକ ଆସନ୍ତା ଦୁଇଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ମଧ୍ୟ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ସରକାରଙ୍କ ବ୍ୟାଙ୍କ ମିଶ୍ରଣ!-->!-->!-->…