ରାଜ୍ୟରେ ବନାଗ୍ନି ସଂପୂର୍ଣ୍ଣ ଆୟତ୍ତାଧିନ ରହିଛି : ଫରେଷ୍ଟ ଫାୟାର ଟାସ୍କଫୋର୍ସ
ଭୁବନେଶ୍ବର: ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସଂପର୍କରେ ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସେମାନଙ୍କର କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି। ଆଜି ଏହି ଦଳ ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ!-->…