Monthly Archives

March 2021

‘ଇସ୍ରୋ’ ଉତ୍‌କ୍ଷେପଣ କଲା ‘ସାଉଣ୍ଡିଙ୍ଗ୍‌ ରକେଟ୍‌’ ‘ଆର୍‌ଏଚ୍‌-୫୬୦’

ନୂଆଦିଲ୍ଲୀ: ‘ନ୍ୟୁଟ୍ରାଲ୍‌ ଓ୍ଵିଇଣ୍ଡ୍‌’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍‌ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍‌ସ୍ଥିତ ‘ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଆର୍‌ଏଚ୍‌-୫୬୦’ ନାମକ ଏକ…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେପି ନେତା ଯଶଓ୍ଵନ୍ତ ସିହ୍ନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ…

ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ ଆସନ୍ତା ୧୯ ତାରିଖରେ ଭାରତ ଗସ୍ତରେ ଆସିବେ। ସେ ତାଙ୍କ ଗସ୍ତ କାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରି ଦିନିଆ ଗସ୍ତ କାଳରେ…

ଇଂଜିନିୟରିଂ-ପଲିଟେକ୍‌ନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ କଲେଜ୍‌ ଓ ପଲିଟେକ୍‌ନିକ୍‌ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦…

ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ, ଅଭିଯୋଗ ସମାଧାନ ପାଇଁ ହେବ ତ୍ରିସ୍ଥରୀୟ ବ୍ୟବସ୍ଥା

କେନ୍ଦ୍ର ସୂଚନା ଓ ପ୍ରସାଣଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ନୂତନ ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ଉପରେ କିଛିଟା ଦାୟିତ୍ୱ ନ୍ୟସ୍ତ କରିଛି। ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଡିଜିଟାଲ ସମ୍ବାଦ ପ୍ରକାଶ ସଂଘ ସହ ଡିଜିଟାଲ ମିଡିଆ ନୈତିକତା କୋର୍ଡ…

ଶୈବପୀଠ ଭକ୍ତିମୟ, ଜାଗର ପାଇଁ ଉଜାଗର ଭକ୍ତ

ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ, ଦିନ ତାପମାତ୍ରା ଯଦିଓ ଅସହ୍ୟ ତଥାପି ଭକ୍ତମାନଙ୍କ ଭକ୍ତିରେ ଭାବମୟ ହୋଇଉଠିଛି ଶିବମନ୍ଦିର। ସବୁଆଡେ ଭକ୍ତିମୟ ପରିବେଶ। ଆରଡ଼ି ଆଖଣ୍ଡଳମଣି ପୀଠଆଜି କରୋନା କଟକଣା ଅନୁଯାୟୀ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ…

କର୍ମକରିବା ହେଉଛି ଭଗବତ ଗୀତାର ସୂକ୍ଷ୍ମ ତତ୍ତ୍ୱ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଏକ ବୃହତ ମାନବିକତା ଲାଗି ମୂଲ୍ୟବୋଧ ଓ ସମ୍ବଳ ସୃଷ୍ଟି କରିବ। ଏହାକୁ ବିଶ୍ୱର ବିକାଶ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ୧୩୦ କୋଟି ଭାରତୀୟ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା…

ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ବିନ୍ ସିଟି ନୂଆ ପୁଲିସ କମିଶନର

ଭୁବନେଶ୍ବର: ବଦଳିଲେ ଟ୍ବିନ୍ ସିଟି ପୁଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର। ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ। ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଅଛନ୍ତି। ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ନୂଆ ପୁଲିସ…

ଦେଶର ଯୁବକମାନେ ଆମର ପୂର୍ବପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ଆବଶ୍ୟକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ : ଆସିପାରେ କରୋନା ମହାମାରୀର ତୃତୀୟ କିମ୍ବା ଚତୁର୍ଥ ଲହର

ନୂଆଦିଲ୍ଲୀ : କିଛିଦିନ ଧରି କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରେ ସାରା ବିଶ୍ୱରେ ଏହାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳ​‌ରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ…
error: Content is protected !!
Open chat