Monthly Archives

March 2021

୧୧୨ ଡାଏଲ କରି ପାଆନ୍ତୁ ତିନିଟି ଜରୁରୀ ସେବା

ଭୁବନେଶ୍ବର: ଏଣିକି ପୁଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି କରାଯାଇଛି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ଏଣିକି ଲୋକମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ନମ୍ବର…

ବିଜେପି ବିଧାୟକଙ୍କ ଧାରଣାସ୍ଥଳକୁ ଆସିଲେ ମୁଖ୍ୟମନ୍ତ୍ରୀ: ଆଲୋଚନା ପାଇଁ ନବୀନ ନିବାସ ଭିତରକୁ କାଡିଲେ, କହିଲେ ସମସ୍ୟା…

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ସାନିଟାଇଜର୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରଠାରୁ ୬ ଦିନ ହେଲା ବିଧାନସଭା ଅଚଳାବସ୍ଥା ଲାଗି ରହିଛି। ଏହାକୁ ନେଇ ଶାସକ ଦଳ ବିଜେଡି ସମେତ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଜୋର ଧରିଛି। ବିଜେପି…

୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ

ନୂଆଦିଲ୍ଲୀ: ଚଳିତ ବର୍ଷ କେବଳ ଥରେ ହେବ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ପରୀକ୍ଷା। ପରୀକ୍ଷାର୍ଥୀମା‌ନେ କେବଳ ଥରେ ହିଁ ନିଟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ଲୋକସଭାରେ ଘୋଷଣା କରିଛନ୍ତି। ଦେଶର କିଛି…

ରାଜ୍ୟର ପ୍ରଥମ ୧୩ ବର୍ଷ ବାଳକର ହୃଦୟ ପ୍ରତିରୋପଣ ସଫଳ

କେନ୍ଦୁଝର ଜିଲ୍ଲାର ୧୩ ବର୍ଷ ବୟସ୍କ ବାଳକ ବାଦଲ ପରିଡାଙ୍କ ହୃଦୟ ପ୍ରତିରୋପଣ ସଫଳ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ ପୂର୍ବ ଭାରତର ସବୁଠାରୁ କମ ବୟସର ବାଦଲଙ୍କ କ୍ଷେତ୍ରରେ ଏହି ପ୍ରତିରୋପଣ ସଫଳ ହୋଇଛି। କୋଲକାତା ହାୱଡା ସ୍ତିତ…

ପିପିଲି ଉପନିର୍ବାଚନ: ଏପ୍ରିଲ ୧୭ରେ ମତଦାନ, ମେ’ ୨ରେ ଫଳ

ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି…

ରାଜ୍ୟରେ ବନାଗ୍ନି ସଂପୂର୍ଣ୍ଣ ଆୟତ୍ତାଧିନ ରହିଛି : ଫରେଷ୍ଟ ଫାୟାର ଟାସ୍କଫୋର୍ସ

ଭୁବନେଶ୍ବର: ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସଂପର୍କରେ ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସେମାନଙ୍କର କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି। ଆଜି ଏହି ଦଳ ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ…

ରାଜ୍ୟରେ ଦିନକୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ : ନବ ଦାସ

ଭୁବନେଶ୍ବର : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ସହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ…

କୃଷକଙ୍କ ସହିତ ସବୁବେଳେ ଅଛି ଓ ରହିଥିବି : ମୁଖ୍ୟମନ୍ତ୍ରୀ

‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ…

ବ୍ୟାଙ୍କ ଧର୍ମଘଟ : ସୋମବାର, ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ, ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଗତ ଶନିବାର ଓ ଆଜି (ରବିବାର ) ବନ୍ଦ ଥିବା ବ୍ୟାଙ୍କଗୁଡ଼ିକ ଆସନ୍ତା ଦୁଇଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ମଧ୍ୟ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାରଙ୍କ ବ୍ୟାଙ୍କ ମିଶ୍ରଣ…

‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ‘ଡବ୍ଲୁଏଚ୍‌ଓ’ର…

ଜେନିଭା: ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଛି। ବିଶେଷତଃ ଦୁର୍ବଳ ‘ରେଗୁଲେଟରି ଏଜେନ୍‌ସି’ ଥିବା ଦେଶଗୁଡ଼ିକରେ ଏହି ଟିକାର ବ୍ୟବହାର ନିମନ୍ତେ ‘ବିଶ୍ୱ…
error: Content is protected !!
Open chat