Monthly Archives

May 2021

ହିମନ୍ତ ବିଶ୍ଵଶର୍ମା ହେବେ ଆସାମ ମୁଖ୍ୟମନ୍ତ୍ରୀ, କାଲି ଶପଥଗ୍ରହଣ

ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା କାଲି ସେ ଶପଥଗ୍ରହଣ କରିବେ। ଏ ନେଇ ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ତାଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ

କରୋନା ସହ ଲଢେଇ ପାଇଁ ଓଡ଼ିଶାର ଗ୍ରାମପଞ୍ଚାୟତମାନଙ୍କୁ କେନ୍ଦ୍ର ଦେଲା ୩୩୩ କୋଟି ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଶନିବାର ଦିନ ୨୫ଟି ରାଜ୍ୟକୁ ୮,୯୨୩ କୋଟି ୮୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା (ଆରଏଲବି) କୁ ଅନୁଦାନ ପ୍ରଦାନ

ରାଉରକେଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ

ରାଉରକେଲା: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ରାଉରକେଲା ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇ ସି ୟୁ ବେଡ ଆଦି ବିଷୟରେ ପଚାରି ବୁଝିଥିଲେ।

ସହରାଂଚଳର ବୁଲା ପଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଗତ ୫ ତାରିଖ ଠାରୁ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର :  ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ବର ଏମ୍ସରେ  ଚିକିତ୍ସିତ ହେଉଥିଲେ। ରବିବାର ଅପରାହ୍ଣରେ ୭୮ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ବର ଏମ୍ସ ନିର୍ଦେଶିକା ବି.ଗିତାଞ୍ଜଳୀ

ଜୁଲାଇ ସୁଦ୍ଧା ମିଳିବ କାର୍ଡିଲାର ଜାଇକୋଭ-ଡି ଟିକା

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯ଼ାଉଛି ଆଉ ଏକ ସ୍ବଦେଶୀ କୋରନା ଟିକା । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାଡିଲା ପକ୍ଷରୁ ପ୍ରସ୍ତୁତ ଟିକା ଜାଇକୋଭ-ଡି ଆଗାମୀ କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ । ଏବେ ଏହି ଟିକାର ୩ୟ ପର୍ୟ଼୍ୟାୟ ପରୀକ୍ଷଣ ଜାରି ରହିଥିବାବେଳେ

କୋଭିଡ୍‌ ନୀତିରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର; ପଜିଟିଭ୍‌ ରିପୋର୍ଟ ନଥିଲେ ବି ମେଡ଼ିକାଲ୍‌ରେ ହୋଇପାରିବ…

ନୂଆଦିଲ୍ଲୀ: ଏଣିକି ମେଡ଼ିକାଲ୍‌ରେ ଆଡ୍‌ମିଶନ୍ ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ବି କୋଭିଡ୍‌ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ଆଡ୍‌ମିଶନ୍‌ କରାଯାଇପାରିବ ବୋଲି କେନ୍ଦ୍ର

ଦୃଢ ପଦକ୍ଷେପ ନେଲେ କରୋନାର ୩ୟ ଲହର ଆସି ନପାରେ : ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା

ନୂଆଦିଲ୍ଲୀ : ଆଗକୁ କରୋନାର ୩ୟ ଲହର ଆସିବ କହି ସବୁଆଡ଼େ ଚହଳ ପକାଇଦେଇଥିବା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଆଜି ଏକ ଆଶାଜନକ କଥା କହିଛନ୍ତି । ସେ କହିଛନ୍ତି ଯ଼ଦି ଆମେ ଦୃଢ ପଦକ୍ଷେପ ନେବା ତେବେ ୩ୟ ଲହର ଆସିନପାରେ । କୋଭିଡ କଟକଣାକୁ ଯ଼ଦି

ଋଷିଆ ପ୍ରସ୍ତୁତ କଲା ଥରେ ଦିଆଯ଼ାଉଥିବା କରୋନା ଟିକା ‘ସ୍ପୁଟନିକ ଲାଇଟ୍’

ମସ୍କୋ : ଋଷିଆର ଗାମେଲିଆ ଲାବରେଟୋରୀଜ ପକ୍ଷରୁ ଏକ ସିଙ୍ଗଲ ଡୋଜ୍ (ଥରେ ଦିଆଯ଼ାଉଥିବା) କରୋନା ଟିକା ସ୍ପୁଟନିକ ଲାଇଟ୍ ପ୍ରସ୍ତୁତ କରାଯ଼ାଇଛି । ଏହି ଟିକାକୁ ଋଷିଆରେ ବ୍ୟବହାର ପାଇଁ ଅନୁମତି ଦିଆଯ଼ାଇଛି । ଗାମେଲିଆ ପକ୍ଷରୁ ଟ୍ବିଟ କରି କୁହାଯ଼ାଇଛି ଯ଼େ, ପ୍ରଥମ ଓ ଦ୍ବିତୀୟ ପର୍ୟ଼୍ୟାୟ

ହିମାଚଳ ପ୍ରଦେଶରେ ମେ ୬ ରୁ ୧୬ ତାରିଖ ୧୦ ଦିନିଆ କର୍ଫ୍ୟୁ ଜାରି

ସିମଲା: ମେ ୬ ତାରିଖ ମଧ୍ୟରାତ୍ୟରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ବି କଟକଣା
error: Content is protected !!
Open chat