Daily Archives

July 10, 2021

ମୋଟର ସାଇକେଲ ମେକାନିକ ଙ୍କ ହାତର ଚମତ୍କାରିତା : ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର

ଉମରକୋଟ ୧୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :- ତାଙ୍କ ଭିତରେ ଭରି ରହିଛି କଳା ଓ ଲୁଚି ରହିଛି ପ୍ରତିଭା। ମୋଟର ସାଇକେଲ ମେକାନିକ୍ ହୋଇ ହାତରେ ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର। ନିଜର କଳା ଯୋଗୁଁ ସାମାଜିକ ଗଣମାଧ୍ୟମରେ ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇ

ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଂର୍ଘଷ ଘଟଣାରେ ଆଉ ୨ ଗିରଫ

 ହିଂଜିଳିକାଟୁ ୧୦/୦୭/୨୦୨୧କଳିଙ୍ଗ ଜ୍ୟୋତି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇରେ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଆଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରି ଗ୍ରାମର ଦୁଇ ଗୋଷ୍ଠୀ

ବେକରେ ରସି ଲଗାଇ ଯୁବତୀଙ୍କ ଆତ୍ମ ହତ୍ୟା

ମାଲକାନଗିରି ୧୦/୦୭/୨୦୨୧ କଳିଙ୍ଗ ଜ୍ୟୋତି : ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭାଗିରଥି ପାଣିଗ୍ରାହୀଙ୍କ ଏକ ମାତ୍ର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର ୧୦/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି।

ଜୁଲାଇ ୨୨ରୁ ସଂସଦ ନିକଟରେ ବିରୋଧ ପ୍ରଦର୍ଶନକୁ ଜୋରଦାର କରିବେ ୨୦୦କୃଷକ: ରାକେଶ ଟିକାୟତ

ନୂଆଦିଲ୍ଲୀ କଳିଙ୍ଗ ଜ୍ଯୋତି ୧୦/୦୭/୨୦୨୧ : ଜୁଲାଇ ୨୨ରୁ ପ୍ରାୟ ୨୦୦ କୃଷକ ସଂସଦ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଆଜି ଏନେଇ ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି। “ଯଦି କେନ୍ଦ୍ର କୃଷି ଆଇନ ଉପରେ ଆଲୋଚନା ଚାହୁଁଛି, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।
error: Content is protected !!
Open chat