Daily Archives

July 27, 2021

ବସବରାଜ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ / ବେଙ୍ଗାଲୁରୁ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : କର୍ଣ୍ଣାଟକକୁ ଆଜି ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ , ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ

ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ଓ ସହଯୋଗୀଙ୍କୁ ଧରିଲା ପୁଲିସ୍

ରାଉରକେଲା ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସ୍ମାର୍ଟ‌ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ସଙ୍ଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଜାଲ ବିଛାଇ ପୁଲିସ କାବୁ କରିଛି। ଏହାଫଳରେ ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ଗିରଫ

ଆସାମ-ମିଜୋରାମ ସଂଘର୍ଷ : ହସ୍ତକ୍ଷେପ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ଗୁଆହାଟୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି: ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ

ଭିକ ମାଗିବା ଉପରେ ବ୍ୟାନ ଲଗାଯାଇପାରିବନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଭିକାରୀଙ୍କ ପୁନର୍ବାସ ଏବଂ ଟିକାକରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଫୁଟପାଥରେ ରହୁଥିବା ଲୋକ ଏବଂ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟରେ ଏକ
error: Content is protected !!
Open chat