Yearly Archives

2021

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ରୁ ୧୪ ତାରିଖ

ଆସନ୍ତା କାଲିଠୁ ଅଫଲାଇନ୍‍ ମାଟ୍ରିକ୍‍ ପରୀକ୍ଷା

କଟକ ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ଆସନ୍ତାକାଲିଠାରୁ ଅଫଲାଇନ୍‍ ମାଧ୍ୟମରେ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଆରମ୍ଭ ହେବ। କୋଭିଡ୍‍ ନିୟମ ପାଳନ ସହ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା

ବସବରାଜ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ / ବେଙ୍ଗାଲୁରୁ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : କର୍ଣ୍ଣାଟକକୁ ଆଜି ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ , ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ

ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ଓ ସହଯୋଗୀଙ୍କୁ ଧରିଲା ପୁଲିସ୍

ରାଉରକେଲା ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସ୍ମାର୍ଟ‌ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ସଙ୍ଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଜାଲ ବିଛାଇ ପୁଲିସ କାବୁ କରିଛି। ଏହାଫଳରେ ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ଗିରଫ

ଆସାମ-ମିଜୋରାମ ସଂଘର୍ଷ : ହସ୍ତକ୍ଷେପ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ଗୁଆହାଟୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି: ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ

ଭିକ ମାଗିବା ଉପରେ ବ୍ୟାନ ଲଗାଯାଇପାରିବନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଭିକାରୀଙ୍କ ପୁନର୍ବାସ ଏବଂ ଟିକାକରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଫୁଟପାଥରେ ରହୁଥିବା ଲୋକ ଏବଂ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟରେ ଏକ

ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ ମଧୁସ୍ମିତା

ମାଲକାନଗିରି ୨୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଦର୍ଶ ଶିକ୍ଷୟିତ୍ରୀ, ଛାତ୍ର ବତ୍ସଳା ଜନନୀ, ସମାଜ ସେବୀ, ସୁଗୃହିଣୀ ବରିଷ୍ଠ କବି, କରୁଣାକର ମଲିକଙ୍କ ଧର୍ମପତ୍ନୀ ମଧୁସ୍ମିତା ମଲିକଙ୍କ ଗତ ୧୫ ତାରିଖରେ ଅକାଳ ବିୟୋଗରେ ସମଗ୍ର ଶିକ୍ଷକ ସମାଜରେ ଏକ ଶୋକରେଳ ଛାୟା ଖେଳିଯାଇଛି। ସୁଦୂର

ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ : ୫ ଗିରଫ

ରାଜଗାଙ୍ଗପୁର୨୪/୦୭/୨୦୨୧ କଳିଙ୍ଗ ଜ୍ୟୋତି(ସୌମ୍ୟଜୀତ ସ୍ଵାଇଁ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆଜି ପୋଲିସ କୁ ଏକ ବଡ ସଫଳତା ମିଳିଛି । ସୂଚନା ଅନୁଯାୟୀ ଆଜି ଦିନବେଳେ କୋୖଣସି ବିଶେଷ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁରର ଜାମପାଲି ବାଇପାସ ଠାରେ ପୋଲିସ ସଦଳବଳେ ପହଞ୍ଚି ୫

ଆସନ୍ତା ୨୬ରୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ୧୦୦ ଅତିଥି, ରାଜଧାନୀରେ କୋହଳ ହେଲା ଅନଲକ

ନୂଆଦିଲ୍ଲୀ ୨୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଜୁଲାଇ ୨୬ ରୁ ଦିଲ୍ଲୀରେ ଅନଲକକୁ କୋହଳ କରିଛି | ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୨୬ ରୁ ସିନେମା ହଲ୍,

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ

ବାଲେଶ୍ୱର/ଭୁବନେଶ୍ବର ୨୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ନେଇ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି। ଡା. ମିଶ୍ର କହିଛନ୍ତି ଯେ ବାଲେଶ୍ବର ଡାକ୍ତରଖାନାକୁ ହାଇଦରଙ୍କୁ ଗୁଳିବିଦ୍ଧ
error: Content is protected !!
Open chat