ହଜିଯାଇଛି ମୌସୁମୀ: ଜୁଲାଇରେ ୪୧% ନିଅଣ୍ଟିଆ ବର୍ଷା
ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷା ହେବନି। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୧୫ ତାରିଖ ପରେ ବର୍ଷା ପୁଣି ଛାଡ଼ିଯିବ। ବର୍ତମାନ ସମୟରେ ରାଜ୍ୟରେ ମୌସୁମୀ!-->…