Yearly Archives

2021

କରୋନା କବଳରେ କୁମ୍ଭମେଳା: ୪ଦିନରେ ୩୦୦ଲୋକ କରୋନା ସଂକ୍ରମିତ

ହରିଦ୍ବାର: କରୋନା ମହାମାରୀ ପାଇଁ ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦେଇଛନ୍ତି ସରକାର। କରୋନା କଟକଣା ମଧ୍ୟ କୁମ୍ଭମେଳା କରିବାକୁ ଅନୁମତି ମିଳିଥିବା ବେଳେ ୪ଦିନ ମଧ୍ୟରେ ୩୦୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶଙ୍କରାଚାର୍ଯ୍ୟ ଚୌକରେ ଅବସ୍ଥିତ

କଟକଣା ଜାରି କଲା ସିଏମ୍‌ସି; ବିବାହରେ ୧୦୦, ଶୁଦ୍ଧିକ୍ରିୟା କାର୍ଯ୍ୟରେ ୫୦

କଟକ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ବିଭିନ୍ନ ସମାବେଶ ସମେତ ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି। ଏଣିକି କଟକ ମହାନଗର ନିଗମ ଅଞ୍ଚଳରେ ବିବାହ ଉତ୍ସବରେ ଶହେରୁ ଅଧିକ ଲୋକ ସାମିଲ

୪୨.୭ ଡିଗ୍ରି ତାପମାତ୍ରା ସହ ତାଳଚେର ଓ ଅନୁଗୁଳ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ, ଗତକାଲି ତୁଳନାରେ ଆଜି ତାତିର ମାତ୍ରା କିଛିଟା କମ୍‌ ରହିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେର ଓ ଅନୁଗୁଳରେ ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ

ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରୁ ବିଏମସି – କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ସେହି ଅଂଚଳରେ ଥିବା ଅଧିବାସୀମାନଙ୍କ ପାଖରୁ ୟୁଜର୍ସ ଫି ଅଡ଼ୁଆ ନେଇ ଆଜି ପ୍ରଦେଶ କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି। ତୁରନ୍ତ ଏହି ୟୁଜର୍ସ ଫି ଆଦାୟ ପ୍ରତ୍ୟାହାର କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦାବି କରିଛି। ଆଜି ଭୁବନେଶ୍ୱର ଜିଲ୍ଲା

ରିଲିଜ୍‍ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ ‘ମୁଁ ବିଜୁ ବାବୁ ପରି ହେବି’

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’ ଗୁରୁବାର ରିଲିଜ୍‌ ହୋଇଛି। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସତର୍କବାଣୀ – ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଯାଉଛି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା

ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ- ଓଡିଆ ଡାକ୍ତର ଅସ୍ତ୍ରୋପଚାର ଟିମ୍‌ରେ ସାମିଲ୍

ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ । ଦିଲ୍ଲୀ ଏମସ୍‌ରେ ଏକ ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କର ବାଇପାସ୍‌ ସର୍ଜରୀ କରିଥିଲେ । ଏଥିରେ ଓଡିଆ ଡାକ୍ତର ଅକ୍ଷୟ ବିଶୋୟୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅକ୍ଷୟ ବିଶୋଇ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ତାଙ୍କ ସହ ଅଖିଳ ଭାରତୀୟ

ସ୍କୁଲ ମିଶ୍ରଣ ପ୍ରସଙ୍ଗ, ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ ଗତ କିଛି ମାସ ହେବ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଅର୍ଥାତ

ମେ ମାସ ପର୍ଯ୍ୟନ୍ତ ରହିବ କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଏଭଳି ଆଶଙ୍କା ପ୍ରକଟ କରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ।

ପିପିଲି ଉପନିର୍ବାଚନ ଲାଗି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ଯଦିଓ ରାଜନୈତିକ ମହଲରେ
error: Content is protected !!
Open chat