Yearly Archives

2021

ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ

ଶ୍ରୀନଗର :  ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍‍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା

ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍‍ଏଲ୍‍ଏସ୍‍କୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ

-ସ୍ୱଦେଶୀ କୋଭିଡ୍‍ ଟିକା ବିକାଶ ଓ ଗବେଷଣାରେ ଆଇଏଲଏସର ଭୂମିକା ଗୁରୁତ୍ୱପୂର୍ଣ୍ଣ-ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକଶିତ କାର୍ଯ୍ୟ ପ୍ରଶଂସନୀୟ-ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ସମାଜକୁ ଲାଭ ଦେବ-ଆଇଏଲ୍‍ଏସ୍‍ ଭୁବନେଶ୍ୱର ଠାରେ ସେଣ୍ଟର

ଭାରତକୁ ବ୍ୟାପିଲା ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ନୂଆ ଭାରିଏଣ୍ଟ (ପ୍ରକାର) କରୋନା ଭୂତାଣୁ ଭାରତକୁ ସଂକ୍ରମିତ ହୋଇଛି। ଭାରତକୁ ଏହି ନୂଆ ପ୍ରକାରର ଭୂତାଣୁ ସଂକ୍ରମଣ ସମ୍ପର୍କରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ମଙ୍ଗଳବାର ସୂଚନା ଦେଇଛନ୍ତି। ଜଣେ ଭାରତୀୟ

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ହଠାତ୍‍ ଅସୁସ୍ଥ୍‍ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ମଙ୍ଗଳବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ

ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି। ପୁଡୁଚେରୀର କଂଗ୍ରେସ ସରକାର ସହିତ କିରଣଙ୍କ ବିବାଦକୁ ନେଇ ମଙ୍ଗଳବାର ତାଙ୍କୁ ଏହି ପଦରୁ ହଟାଯାଇଛି। ପୁଡୁଚେରୀ ବିଧାନସଭାରୁ କଂଗ୍ରେସ ବିଧାୟକ ଜନ୍‌କୁମାର ଇସ୍ତଫା ଦେବାର କିଛି ଘଣ୍ଟା ପରେ କିରଣଙ୍କୁ ତାଙ୍କ ପଦରୁ

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହିତ ଯୁବକଯୁବତୀ ମାନଙ୍କ ପାଇଁ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇବେ

ମୁମ୍ବାଇ: ଅନେକ ଜନହିତକର କାର୍ଯ୍ୟ କରିବା ପରେ ଶେଷରେ ଦେଶର ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ସେ ତାଙ୍କ ନିଜ ସହର ମୋଗାରୁ ୧୦୦ଟି ଇ-ରିକ୍ସା ବଣ୍ଟନ କରି ଏହି ଅଭିଯାନ ଆରମ୍ଭ

ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆଯିବ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। କରୋନା ଭୂତାଣୁ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ,

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ

ଲାଲକିଲାରେ ଦୀପୁ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରି ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ମାମଲାରେ ଗିରଫ ହୋଇଥିବା ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ଶନିବାର କ୍ରାଇମବ୍ରାଞ୍ଚ ଟିମ ଚାଣକ୍ୟପୁରୀରୁ ଲାଲକିଲା ନେଇ ପହଞ୍ଚିଥିଲେ। ଏଠାରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଘଟଣାକ୍ରମର
error: Content is protected !!
Open chat