Yearly Archives

2021

ଉଚିତ୍ ସମୟରେ ଜମ୍ମୁ-କଶ୍ମୀରକୁ ରାଜ୍ୟମାନ୍ୟତା ଦିଆଯିବ : ଅମିତ ଶାହା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ପୂର୍ବରୁ ଜମ୍ମୁ-କଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଧାରା ୩୭୦ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା

ଟ୍ରମ୍ପ ଆଉ ଟ୍ବିଟର ବ୍ୟବହାର କରିପାରିବେନି

ୱାଶିଂଟନ: କ୍ୟାପିଟଲ ହିଂସା ଘଟଣା ପରଠାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜନସାଧାରଣଙ୍କ ରାଗ ଶାନ୍ତ ହୋଇନାହିଁ। ଏବେ ଟ୍ବିଟରର ମୁଖ୍ୟ ବତ୍ତୀୟ ଅଧିକାରୀ (ସିଏଫଓ) ନେଡ୍‌ ସେଗଲ କହିଛନ୍ତି ଯେ, ଟ୍ରମ୍ପଙ୍କୁ ଆଉ କେବେ ବି ଟ୍ବିଟରକୁ ଫେରିବାକୁ ଅନୁମତି

ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା

ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ । ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ

ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟର ଆକାଉଣ୍ଟରେ ଜମା ହେଲା ୧୦୦୦ କୋଟି

ଅଯୋଧ୍ୟା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ତିଆରି କାମ ଆରମ୍ଭ ହୋଇଯାଇଛି। ସେଭଳି ଅନ୍ୟପଟେ ମଧ୍ୟ ଏହାର ନିର୍ମାଣ ପାଇଁ ଧନ ସଂଗ୍ରହ କରିବାର କାମ ଖୁବ୍ ଜୋରସୋର ଭାବରେ ଚାଲିଛି। ବର୍ତ୍ତମାନ ସମୟରେ ୧୫୦୦୦ ଟଙ୍କା ସଂଗ୍ରହ କରିବା କାମ କରୁଛନ୍ତି। ଏହି ଦଳ ଗୁଡିକ ଜରିଆରେ ଯେଉଁ ଧନ

ନୂତନ କୃଷି ଆଇନ ‘ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ’; ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତିନିଟି ବିବାଦୀୟ ଚାଷ ଆଇନ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଏଥିସହ ଏହି ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି’ ପ୍ରତିଫଳିତ ହୋଇଛି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ବହୁ ମହିଳା ସାଂସଦ ଅଂଶଗ୍ରହଣ କରି ଆଲୋଚନାରେ ଅଂଶଗ୍ରହଣ ଘଟଣାକୁ ପ୍ରଶଂସା କରିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ଉପରେ

ପତିଙ୍କ ଦରମା ବଢିଲେ ପତ୍ନୀଙ୍କ ଅନ୍ତରୀଣ ଗୁଜୁରାଣ ଭତ୍ତା ମଧ୍ୟ ବୃଦ୍ଧି ହେବ: ହାଇକୋର୍ଟ

ଚଣ୍ଡୀଗଡ ୧୦/୨: ବୈବାହିକ ବିବାଦ ପରେ ଯଦି ପତିଙ୍କ ଦରମା ବଢୁଛି ତେବେ ପତ୍ନୀ ମଧ୍ୟ ଗୁଜୁରାଣ ଭତ୍ତା ବଢାଇବା ଦାବି କରିପାରିବେ । ତାଙ୍କର ଏହି ଅଧିକାର ଅଛି । ଏମିତି ନିଷ୍ପତି ଶୁଣାଇଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ହାଇକୋର୍ଟଙ୍କ ଜଷ୍ଟିସ୍ ଏଚଏସ ମଦାନ ଜଣେ ପତିଙ୍କ ଯାଚିକା ଖାରଜ

ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ

ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍‌ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍‌ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍‌ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି। ସୋସିଆଲ ମିଡିଆ

ଉହାନ ଲ୍ୟାବରୁ ବ୍ୟାପିନି କରୋନା ଭୂତାଣୁ: ଡବ୍ଲୁଏଚଓ ଟିମ

ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍‌। ଟିମ୍‌ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା
error: Content is protected !!
Open chat