Yearly Archives

2021

୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ

ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି। ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଉଦ୍ୟମ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା, କୁନ୍ତଳା କୁମାରୀ ଗ୍ରନ୍ଥାଗାର ଏବଂ ଗବେଷଣା ଛାତ୍ରୀ ନିବାସକୁ ଲୋକାର୍ପିତ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ ରି-ଆଡମିସନ ଫି’

ଭୁବନେଶ୍ୱର : କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସୁଦୃଢ ନଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି ହ୍ରାସ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କରୋନା ପାଇଁ ୯ ମାସ ଧରି ହଷ୍ଟେଲ ବନ୍ଦ ଥିଲେ

ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ; ପ୍ରତ୍ୟାହାର ହେବନି କୃଷି ଆଇନ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଗତ ଅଢ଼େଇ ମାସ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଚାଷୀଙ୍କ ଜୀବନ ଚାଲିଗଲାଣି। ଆନ୍ଦୋଳନ ବେଳେ ଦିଲ୍ଲୀରେ ହିଂସା ବି ହୋଇଗଲାଣି। କିନ୍ତୁ କୃଷକମାନେ ନିଜ ଦାବିକୁ ନେଇ ଅଡି ବସିଛନ୍ତି। କୃଷି ଆଇନ

କୃଷକ ଆନ୍ଦୋଳନ: ଲତା ମଙ୍ଗେସ୍‌କର, ସଚିନ ଓ ଅକ୍ଷୟଙ୍କ ଟ୍ବିଟ୍‌ ଯାଞ୍ଚ କରିବେ ମହାରାଷ୍ଟ ସରକାର

ମୁମ୍ବଇ: କୃଷକ ଆନ୍ଦୋଳନକୁ ନେଇ ହଲିଉଡ୍‌ ଗାୟିକା ରିହାନାଙ୍କ ଟ୍ବିଟ୍‌ର ଜବାବ ଦେଇଥିବା ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅଭିନେତା ଅକ୍ଷୟ କୁମାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଟ୍ବିଟ୍‌କୁ ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର।

ଲଶ୍କର-ଏ-ମୁସ୍ତଫା ମୁଖ୍ୟ ହିଦାୟତୁଲ୍ଲା ମଲିକ ଗିରଫ

ଜାମ୍ମୁ: ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ମୁସ୍ତଫାର ମୁଖ୍ୟ ହିଦାୟତୁଲ୍ଲା ମଲିକକୁ ଜାମ୍ମୁ ଏବଂ ଅନନ୍ତନାଗ ପୁଲିସ ଗିରଫ କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଏ ନେଇ ସୂଚନା ଦେଇଛି। ହିଦାୟତୁଲ୍ଲା ଜାମ୍ମୁରେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ପ୍ରାଥମିକ ଜେରାରୁ ଜଣାପଡ଼ିଛି। ଲଶ୍କର-ଏ-ମୁସ୍ତଫା

ମେ’ ୩ରୁ ୧୫ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ(ମାଟ୍ରିକ୍‌) ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମେ’ ୩ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ

ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷାସୂଚୀ ଘୋଷିତ, ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ୍ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି । https://twitter.com/DrRPNishank/status/1356568392132481027 ଏହି ବୋର୍ଡ

ଆମେରିକାରେ ବଢୁଛି ଭାରତୀୟଙ୍କ ପ୍ରଭାବ, ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ | ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌

ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ସାନିଟାଇଜ ହେବ ବିଧାନସଭା : ବାଚସ୍ପତି

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି। ଆସନ୍ତା ୧୮ରୁ ବିଧାନସଭା ବଜେଟ୍
error: Content is protected !!
Open chat