Monthly Archives

January 2022

ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ। କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶୁକ୍ରବାର କଟକ ରେଳଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର

ବିଦେଶ ଫେରନ୍ତାଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି :  ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା  ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ମାର୍ଗଦର୍ଶୀକା ଜାରି କରିଛନ୍ତି । ଆସନ୍ତା ୧୧ ତାରିଖରୁ ଏହା ଲାଗୁ ହେବ। କରୋନା

ଖୋଲା ରହିବ ନନ୍ଦନକାନନ, କେବଳ ଅନଲାଇନରେ ମିଳିବ ଟିକେଟ

ଭୁବନେଶ୍ୱର ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପରିବର୍ତ୍ତିତ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି ଠାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବର୍ଟାନିକାଲ ଗାର୍ଡେନ ଖୋଲା ରହିବ। ସୂଚନା ମୁତାବକ, ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଭିଡ

ନିର୍ଦ୍ଧାରିତ ସମୟରେ ହେବ ୟୁପିଏସସି ମେନ୍ସ ପରୀକ୍ଷା: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ମେନ୍ସ ପରୀକ୍ଷାର କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ। ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ୟୁପିଏସସି ନିଯୁକ୍ତି ମୁଖ୍ୟ ପରୀକ୍ଷା ଜାନୁଆରି ୭ ରୁ ୧୬

ରାଜଧାନୀରେ ପୁଣି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ବର ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆଜି ଭୁବନେଶ୍ୱର ମହାନଗର ନିଗମରେ ପୁଣି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି। ଏହାସହିତ

ବୁଷ୍ଟର୍‌ ଡୋଜ୍‌ ଭାବେ ‌‘କୋଭିଡ୍‌-୧୯ ନାଜାଲ୍‌ ଭ୍ୟାକ୍ସିନ୍‌’ ପରୀକ୍ଷା କରିବା ଲାଗି ‘ଡିସିଜିଆଇ’ଙ୍କ ସ୍ବୀକୃତି…

ନୂଆଦିଲ୍ଲୀ ୦୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବୁଷ୍ଟର୍‌ ଡୋଜ୍‌ ଭାବେ ‘କୋଭିଡ୍‌-୧୯ ଅନ୍ତର୍ନାସିକା ଟିକା’କୁ (ନାଜାଲ୍‌ ଭ୍ୟାକ୍ସିନ୍‌) ବୁଷ୍ଟର୍‌ ଡୋଜ୍‌ ଭାବେ ପରୀକ୍ଷା କରିବା ଲାଗି ଆଜି ହାଇଦ୍ରାବାଦର ଟିକା ନିର୍ମାତା ‘ଭାରତ ବାୟୋଟେକ୍‌’ ଦେଶର ‘ଡ୍ରଗ୍‌ ରେଗୁଲେଟର୍‌’ଙ୍କ ଠାରୁ ଅନୁମତି

ଓମିକ୍ରନ ହେଉଛି କରୋନା: ବିଶେଷଜ୍ଞ

ନୂଆଦିଲ୍ଲୀ ୦୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱକୁ ଡରାଉଛି ଓମିକ୍ରନ ଭୂତାଣୁ । ଓମିକ୍ରନ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି । ଓମିକ୍ରନ ସଂକ୍ରମଣକୁ ନେଇ ବିଶେଷଜ୍ଞ ମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି କି, ଓମିକ୍ରନକୁ ଅବହେଳା

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସମୀକ୍ଷା ଭୁବନେଶ୍ବର ୦୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା

ଦିଲ୍ଲୀରେ ୬ଟି ଡାକ୍ତରଖାନାର ୧୮୦ ଡାକ୍ତର କରୋନା ସଂକ୍ରମିତ

ନୂଆଦିଲ୍ଲୀ ୦୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀର ୬ଟି ବଡ଼ ଡାକ୍ତରଖାନାର ୧୮୦ରୁ ଅଧିକ ଡାକ୍ତର କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସମ୍ଭାବନା ଥିବା ଏକ ସମ୍ବାଦ

୩ ପ୍ରତିଶତ ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ବର ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା  ୨୮ ପ୍ରତିଶତରୁ ବୃଦ୍ଧି ପାଇ
error: Content is protected !!
Open chat