ବିଦେଶ ଫେରନ୍ତାଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ

0 345
greentech

ନୂଆଦିଲ୍ଲୀ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି :  ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା  ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ମାର୍ଗଦର୍ଶୀକା ଜାରି କରିଛନ୍ତି । ଆସନ୍ତା ୧୧ ତାରିଖରୁ ଏହା ଲାଗୁ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନୂତନ ମାର୍ଗଦର୍ଶୀକା ଜାରି  କରାଯାଇଛି।

କରୋନା ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଗୃହ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ତେବେ ରିପୋର୍ଟ ପଜିଟିଭ ଆସିଲେ ଜେନମ୍ ସିକ୍ବୁଏନ୍ସିଂ ପାର୍ଇ ନମୁନା ପଠାଯିବ ବୋଲି କୁହାଯାଇଛି । ଓମିକ୍ରନ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.

17 + nineteen =

error: Content is protected !!
Open chat