ଜୁଲାଇ ୩୧ ଯାଏ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର ୨୮/୦୬/୨୦୨୨ କଳିଙ୍ଗ ଜ୍ୟୋତି : ବିଭିନ୍ନ ଦାବି ନେଇ ରାଜ୍ୟ ବସ ମାଲିକ ସଂଘ ଆସନ୍ତା ଜୁଲାଇ ପହିଲାରୁ ବସ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆେଲାଚନା ପରେ ସଂଘ ଏବେ ଧର୍ମଘଟକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।!-->…