Yearly Archives

2022

୩ ପ୍ରତିଶତ ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ବର ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା  ୨୮ ପ୍ରତିଶତରୁ ବୃଦ୍ଧି ପାଇ

ଆଜିଠୁ ପଶ୍ଚିମବଙ୍ଗରେ ସବୁ ଶିକ୍ଷାକେନ୍ଦ୍ର ବନ୍ଦ

୫୦% କର୍ମଚାରୀରେ ଖୋଲିବ କାର୍ଯ୍ୟାଳୟ କୋଲକାତା ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରାତ୍ରିକଟକଣା, ତାଲାବନ୍ଦ ଆଦି ଲାଗୁ ହୋଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାଜ୍ୟର

ଝୁଲିଲା ସ୍କୁଲଖୋଲା ନିଷ୍ପତ୍ତି,ଆସନ୍ତା କାଲି ଠାରୁ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର ୦୨/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ସାମୟିକ ଭାବେ ସ୍ଥଗିତ ରହିଲା ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି । ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ କାର୍ଯ୍ୟକାରୀ

ପଶ୍ଚିମବଙ୍ଗ ସରକାରଙ୍କ ଘୋଷଣା: ବନ୍ଦ ହେଲା ସ୍କୁଲ, ୫୦% କର୍ମଚାରୀଙ୍କ ସହ ଚାଲିବ ଅଫିସ

କୋଲକାତା ୦୨/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଦେଶରେ ଏବେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚିନ୍ତାରେ ସରକାର। ସମସ୍ତ ରାଜ୍ୟକୁ ସତର୍କ ରହିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ କେନ୍ଦ୍ର କହିଥିବା ବେଳେ ଏବେ

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ଆଜିଠାରୁ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଯାବତ୍ ୪୫ ହଜାର ପିଲା ଟିକାକରଣ ଲାଗି ନିଜ ନିଜ ନାମ ପଞ୍ଜୀକରଣ

ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ବଇ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡ୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ସବୁ ରାଜ୍ୟଠାରୁ ଆଗରେ ଥିବା ଜଣାଯାଇଛି। ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ

ଚାଷୀଙ୍କୁ ମୋଦୀଙ୍କ ନୂଆ ବର୍ଷ ଭେଟି

ନୂଆଦିଲ୍ଲୀ ୦୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଚାଷୀମାନଙ୍କୁ ନୂଆବର୍ଷରେ ଉପହାର ଦେଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୧୦ ହଜାର କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ
error: Content is protected !!
Open chat