ଘରେ ଘରେ ପରିଚିତ ଏମ୍‌ଡିଏଚ୍‌ ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର

ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଚିଠି ସଂଶୋଧନ ହେଉ ‘ଜନ ଗଣ ମନ…’

ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ …. ’ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ। ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ)କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଚିଠିର ଏକ ନକଲ ସେ

ବିଜେଡ଼ି-ପାଠକ-ପାଣିଗ୍ରାହୀ ବିବାଦକୁ ଡ଼େଇଁଲେ ପ୍ରଦୀପଙ୍କ ପତ୍ନୀ ସୁଜାତା: ଚାଟାର୍ଡ଼ ଫ୍ଲାଇଟରେ ଆକାଶଙ୍କ ସହ…

ଭୁବନେଶ୍ୱର: ପାଠକ-ବିଜେଡ଼ି-ପାଣିଗ୍ରାହୀ ବିବାଦରେ ପ୍ରବେଶ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା । ବିଜେଡ଼ି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ ଚାଟାର୍ଡ଼ ଫ୍ଲାଇଟରେ ଆକାଶ ପାଠକଙ୍କ ସହ ପୁନେ ଓ ମୁମ୍ବାଇ ଯାଇଥିବା ସୁଜାତା ଅଭିଯୋଗ କରିଛନ୍ତି । କେବଳ ସେତିକି

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତନ ସୂଚନା; ସହଯୋଗୀ ଦଳକୁ ମିଳିବ ଆଉ ୪ ମନ୍ତ୍ରୀ ପଦ, ସୁଶୀଲ ମୋଦୀଙ୍କୁ ବି ଦିଆଯିବ…

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି । ତଥାପି ଦ୍ବିତୀୟ ପାଳି ସରକାରର ଦୁଇ ବର୍ଷ ପୂର୍ତି ପୂର୍ବରୁ କେନ୍ଦ୍ର

ହାଜତ ମୃତ୍ୟୁର ଵିଚାର ବିଭାଗୀୟ ତଦନ୍ତ, ମୃତ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ଵିଚାର ବିଭାଗୀୟ ତଦନ୍ତ ସହ ମୃତ ପରିବାରକୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବାର ଘଣ୍ଟିଆ ବୀରମିତ୍ରପୁର ବନ୍ଦ କରାଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ

କାନ୍‌ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି। ତେବେ ୩ୟ ଦିନିକିଆକୁ ୧୩ ରନ୍‌ରେ ଜିତିବା ଯୋଗୁଁ ସୁପର

ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍

ସେଣ୍ଟ ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ପ୍ରକାଶିତ ରିପୋର୍ଟରେ ସୂଚନା ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି

ବିଜୁ ଛାତ୍ର ଜନତା ଦଳର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର: ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାର

ଶେଷ ଦିନିକିଆ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ

କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି । ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ପୁରୀ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ୱତନ୍ତ୍ର ଆଇନ୍ ‌: ମୁଖ୍ୟମନ୍ତ୍ରୀ

ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣର ସ୍ଥିତି ସମୀକ୍ଷା କଲେ ନବୀନ ପଟ୍ଟନାୟକ ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‌ ଆଣିବେ। ସ୍ୱତନ୍ତ୍ର ଆଇନ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏଠାରେ ମଧ୍ୟ ପୁରୀ ଶ୍ରୀମନ୍ଦିର ଭଳି ଆଇନ୍‌ ପ୍ରଣୟନ ହେବ
error: Content is protected !!
Open chat