‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହେଲେ ଶ୍ରୀଶ୍ରୀବାବାଇଦା

ଦେଓଘର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନ ଆଚାର୍ଯ୍ୟଦେବ ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା ( ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର

୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଆବଶ୍ୟକ ହେଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡିବ। ୬୦ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର। ଏମାନଙ୍କ

ରାଜସ୍ଥାନରେ ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୨୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜସ୍ଥାନ ସରକାର । ଦେଶର ୧୭ ରାଜ୍ୟ ସହ ରାଜସ୍ଥାନରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଦୁଇଟି ମୁଣ୍ଡ, ଗୋଟିଏ ହୃଦୟ: ପଞ୍ଜାବର ଜଗା-ବଳିଆଙ୍କୁ ଚାକିରି ଦେଲେ ରାଜ୍ୟ ସରକାର

ଚଣ୍ଡୀଗଡ଼ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆପଣ ତ ଓଡ଼ିଶାର ଜଗା-ବଳିଆଙ୍କ ବାବଦରେ ଜାଣିଥିବେ | ଆଜି ଆମେ ଆପଣଙ୍କୁ ପଞ୍ଜାବର ଜଗା-ବଳିଆଙ୍କ ବାବଦରେ କହିବୁ, ଯାହାଙ୍କୁ ଏବେ ରାଜ୍ୟ ସରକାର ଚାକିରି ଦେଇଛନ୍ତି | ଯାଆଁଳା ଭାଇ ସୋହନ ଏବଂ ମୋହନ ପଞ୍ଜାବର ଅମୃତସରର ପଞ୍ଜାବ ଷ୍ଟେଟ ପାୱାର

ମଞ୍ଚ ଉପରେ ଥାଇ ପୋଲିସକୁ ଖୋଲାଖୋଲି ଧମକ ଦେଲେ ଅସଦୁଦ୍ଦିନ ଓୱେସି, କହିଲେ ଯୋଗୀଙ୍କ ମଠ ଯିବା ପରେ କିଏ ତୁମକୁ ବଞ୍ଚାଇବ…

ଲକ୍ଷ୍ନୌ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ଉତ୍ତରପ୍ରଦେଶରେ ଏକ ରାଲିରେ ଉଦବୋଧନ ଦେଇ ଉତ୍ତରପ୍ରଦେଶ ପୋଲିସକୁ ଖୋଲାଖୋଲି ଧମକ ଦେଇଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ

କ୍ରିକେଟ ଜୀବନକୁ ଅଲବିଦା କହିଲେ ହରଭଜନ

ନୂଆଦିଲ୍ଲୀ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ କ୍ରିକେଟ ଟିମର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୩ ବର୍ଷ ପରେ ସେ କ୍ରିକେଟ ଜୀବନରୁ ସବୁଦିନ ପାଇଁ ବିଦାୟ ନେବାକୁ ନିଷ୍ପତ୍ତି

ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧନ୍ତୁ: ଡିଏମ୍‌ଇଟି

ଭୁବନେଶ୍ବର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡିଶାରୁ ୪ ଜଣ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଏଥିସହ ଓମିକ୍ରନ

ୟୁପିକୁ ଫେରିଲା ଲାଗିଲା ନାଇଟ୍‍ କର୍ଫ୍ୟୁ

ଲକ୍ଷ୍ନୌ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୁଣି ଉତ୍ତର ପ୍ରଦେଶକୁ ଫେରିଲା ନାଇଟ୍‍ କର୍ଫ୍ୟୁ । । ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍‍ କର୍ଫ୍ୟୁ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର ।

ବଡଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି

ଭୁବନେଶ୍ୱର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଡଦିନ ଓ ନୂଆବର୍ଷ ପାଇଁ କଟକଣା । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏଁ ଏହି କଟକଣା ଆଜି ଲାଗୁ କରାଯାଇଛି । ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ

ପୁସ୍ତକକୁ ନେଇ ବିବାଦ: ସଲମନ ଖୁର୍ସିଦଙ୍କ ବିରୋଧରେ ଏତଲା ଦାଏର ପାଇଁ ଅଦାଲତଙ୍କ ଆଦେଶ

ନୂଆଦିଲ୍ଲୀ ୨୩/୧୨/୨୦୨୧ କଳିଙ୍ଗ ଜ୍ୟୋତି: ସଲମନ ଖୁର୍ସିଦ ତାଙ୍କର ନୂଆ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦୀୟ ହୋଇପଡିଛନ୍ତି । ଏଥିରେ ସେ ହିନ୍ଦୁତ୍ୱକୁ ନେଇ ଦେଇଥିବା ମନ୍ତବ୍ୟ ମୂଳ ବିବାଦର କାରଣ ହୋଇଛି । ଏହାକୁ ହିନ୍ଦୁ ଧର୍ମର ଅନେକ ତୀବ୍ର
error: Content is protected !!
Open chat