ନୂଆ ଢାଞ୍ଚାରେ ମାଟ୍ରିକ୍‌ ପରୀକ୍ଷା, ଜାନୁଆରୀ ୫ରୁ ସମେଟିଭ୍‌-୧ ପରୀକ୍ଷା ଦେବେ ୫ଲକ୍ଷ ୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀ

କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଟ୍ରିକ୍‌ ପରୀକ୍ଷା ଲାଗି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାରି ହୋଇଥିବା ନୂତନ ବ୍ୟବସ୍ଥା ଆଧାରରେ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ । ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ମୋଟ ୫ଲକ୍ଷ ୭୧

ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର/କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି।

ନୂଆବର୍ଷରୁ ଗଡ଼ିବନି ପୁରୁଣା ଗାଡ଼ି

ରାଜଧାନୀ ନୂଆଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ନୂଆ ବର୍ଷରୁ ଦିଲ୍ଲୀରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ଆସନ୍ତା ଜାନୁଆରୀ ୧ ସୁଦ୍ଧା ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ଶେଷ ହୋଇଛି । ସେମାନଙ୍କ ପଞ୍ଜୀକରଣ ବାତିଲ କରାଯାଇଛି ।

ସୁମିତଙ୍କ ଫାଟକ ଭାଙ୍ଗିଲେ ମହିଳା, ଶ୍ବଶୁର ଘର ବାରଣ୍ଡାରେ ଆଶ୍ରୟ ନେଲେ ତପସ୍ବିନୀ

ବ୍ରହ୍ମପୁର ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡାକ୍ତର ସୁମିତଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସୁମିତଙ୍କ ଘର ଫାଟକ ଭାଙ୍ଗି କିଛି ମହିଳା ଉଦ୍ୟମ କରି ସଫଳ ହୋଇଥିଲେ। ତେବେ ଦ୍ବିତୀୟ ଫାଟକ ଭାଙ୍ଗିବାରେ ସକ୍ଷମ ହୋଇପାରିନାହାନ୍ତି। ଫାଟକ ଭାଙ୍ଗିବା ପରେ

ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଡିସେମ୍ବର ୩୧ ଯାଏ ନାଇଟ କର୍ଫ୍ୟୁ ଅବଧି ବଢାଇଲା ଗୁଜରାଟ

ନୂଆଦିଲ୍ଲୀ ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡିସେମ୍ବର ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଅବଧି ବଢାଇଲେ ଗୁଜରାଟ ସରକାର । ଆଜି ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର।  ରାତି ୧ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଲାଗୁ ହୋଇଛି । ଗୁଜରାଟର

ପରିସ୍ଥିତି ଦେଖି ଲାଗିବ ପ୍ରତିବନ୍ଧକ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି :  କରୋନାର ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାହାକି ଚିନ୍ତାଜନକ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ଵେନ୍ସିଂ କରାଯାଇଥିଲା।

ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆ‌ର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆ‌ରର ଅତିରିକ୍ତ

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଇତିହାସ ରଚିଲେ ଶ୍ରୀକାନ୍ତ

ହ୍ୟୁଲ୍‌ଭା (ସ୍ପେନ୍‌): ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ପୁରୁଷ ଏକକ ବା ସିଙ୍ଗଲ୍‌ସ ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲରେ ଶ୍ରୀକାନ୍ତ

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ

‘ଓମିକ୍ରନ୍‌’ ଆତଙ୍କ ଯୋଗୁଁ ବଡ଼ଦିନ ‘ଲକ୍‌ଡାଉନ୍‌’ ଘୋଷଣା କଲା ନେଦର୍‌ଲାଣ୍ଡ୍‌ସ୍‌

ଦି ହେଗ୍‌ : ବଢ଼ି ଚାଲିଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦର୍‌ଲାଣ୍ଡ୍‌ସ୍‌ ବଡ଼ଦିନ ଲକ୍‌ଡାଉନ୍‌ ଘୋଷଣା କରିଛି। ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ,
error: Content is protected !!
Open chat