ସର୍ବଭାରତୀୟ ଲୋକସେବା ପରୀକ୍ଷାଫଳ ପ୍ରକାଶିତ : କୃତକାର୍ଯ୍ୟ ହେଲେ ୮୨୯ ଜଣ ପରୀକ୍ଷାର୍ଥୀ, ଟପଟେନରେ ଓଡ଼ିଶାରୁ ୨ ଜଣ

ଭୁବନେଶ୍ୱର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ଏସ ଆଦି ବିଭିନ୍ନ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ଭାରତୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ସମୁଦାୟ

ସିବିଆଇ ହାତକୁ ଗଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ତଦନ୍ତ ପାଇଁ କଲେ…

ପାଟ‌ନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ

ବାସୁଦେବପୁର : ପାରିବାରିକ ବିବାଦ ଓ ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଯୁବକଙ୍କୁ ନୃଶଂସ ହତ୍ୟା ଅଭିଯୋଗ

ବାସୁଦେବପୁର/ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁମାରପୁରରେ ପାରିବାରିକ ବିବାଦ ତଥା ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଜଣେ ମତ୍ସ୍ଯଜୀବି ଯୁବକଙ୍କୁ ପିଟି ପିଟି ଅତିନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର

କୋକସରା : ଯୁବକର ଏକତରଫା ପ୍ରେମର ଦୁଃଖଦ ପରିଣତି – ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ନାବାଳିକାଙ୍କ ଆତ୍ମହତ୍ୟା

ଧର୍ମଗଡ଼ / କୋକସରା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ଯେଉଁ ହାତରେ ଆଜି ଭଉଣୀ ରାଖୀ ବାନ୍ଧି ଥାନ୍ତା ସେହି ହାତ ଆଜି ଭଉଣୀ ର ଶବ ଉଠେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବା କୁ ମିଳିଛି କୋକସରା ଥାନା ତେଣ୍ଡାପାଲି ପଞ୍ଚାୟତ ଶାଗବାହାଲି ଗ୍ରାମ ରେ । ସୂଚନା ଅନୁସାରେ,

ଏଣିକି ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ଭାରତରେ ହୋଇପାରିବ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ୨୦୧୭ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ

ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି ।

କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ତଲବ କଲେ ଜାତୀୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୦୪/୦୮ : ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛି।

ଅଯୋଧ୍ୟାର ନୂଆ ରେଳ ଷ୍ଟେସନ ରାମ ମନ୍ଦିରର ଭ୍ରମ ସୃଷ୍ଟି କରିବ : ରେଳ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରେଳବାଇ ମଧ୍ୟ ପ୍ରସ୍ତୁତ ହୋଇଛି । ରେଳବାଇ ରେଳଷ୍ଟେସନ

ଦେଶର ଶ୍ରେଷ୍ଠ କରୋନା ଡ୍ୟାସବୋର୍ଡ ମାନ୍ୟତାରେ ଓଡ଼ିଶାର କରୋନା ଡ୍ୟାସବୋର୍ଡ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୮ : ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି ବଢ଼ିଛି। ଆଉ କୋଭିଡ୍ ଡାଟା ଯୋଗାଇବାରେ ଓଡ଼ିଶା ଡ୍ୟାସବୋର୍ଡଟି ଏବେ ସମସ୍ତଙ୍କର

ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮ :  ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ
error: Content is protected !!
Open chat