ଟ୍ରେନ ଦୁର୍ଘଟଣାରେ ଜଣେ ଆହତ ,ଦୁଇ ବାଇକ ଚୁରମାର

ରାଜଗାଙ୍ଗପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜଗାଙ୍ଗପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସହର ସ୍ଥିତ ରେଲୱେ ଫାଟକ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଉଛନ୍ତି କୁମାର କେଲା ଗ୍ରାମର ସତ୍ୟ ନାରାୟଣ ମହାନ୍ତ । ଆଜି ଦିନ 

ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦଘାଟିତ

ବଳରାମପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା

ଆଫଗାନିସ୍ତାନ ଲୋକଙ୍କ ପାଇଁ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି ଭାରତ । ଗତକାଲି କାବୁଲରୁ ୯୪ ଆଫଗାନ ଶିଖ ଓ ହିନ୍ଦୁ ଏବଂ ୧୦ ଜଣ ଭାରତୀୟଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ବିମାନ ଔଷଧ ଓ ଡାକ୍ତରୀ ଉପକରଣ ସହ କାବୁଲ ଫେରିଯାଇଛି । କାବୁଲରେ ଥିବା ବିଶ୍ବ ସ୍ବାସ୍ଥ୍ୟ

ହିତାଧିକାରୀଙ୍କୁ ଆଉ ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର। ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚଳିତ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା

ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ ନହେବା ପାଇଁ ବ୍ୟବସ୍ଥା ଦାୟୀ- ଗଡକରୀ

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କାର୍ଯ୍ୟକାରୀ ହେଉଥିବା ଏକାଧିକ ସରକାରୀ ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି । ଏଥିପାଇଁ ବ୍ୟବସ୍ଥା (ସିଷ୍ଟମ) ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ସେ କହିଛନ୍ତି ଯେ ଅନେକ ସମୟରେ ପ୍ରକଳ୍ପ

ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ଜୀବନ ରକ୍ଷାକାରୀ ସିପିଆର କୌଶଳ ତାଲିମ ପ୍ରଦାନ

ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ତାଲିମ ଶିବିର ଭୁବନେଶ୍ୱର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସରଳ କୌଶଳର ଉପଯୋଗ କରି ଜୀବନ ରକ୍ଷା ହୋଇପାରିବ। ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ମେଡିକାଲ୍,

ଓମିକ୍ରନ ଆତଙ୍କ; ମୁମ୍ବଇରେ ଦୁଇଦିନ ପାଇଁ ୧୪୪ ଧାରା ଜାରି

ମୁମ୍ବଇ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନ ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ସେହି ପ୍ରକରଣରେ ରୋଗୀ ଚିହ୍ନଟ ହେବା ଘଟଣା ମଧ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବଇ ପ୍ରଶାସନିକ କର୍ତ୍ତୃପକ୍ଷ ମହାନଗର

ୟୁପିର ବଳରାମପୁରରେ ଆଜି ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟନ କରିବେ । ଏହି ପ୍ରକଳ୍ପ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ କ୍ରମାଗତ ଭାବେ ଆର୍ଥିକ ଅନୁଦାନ ମିଳିବାରେ ଅଭାବ, ଅନ୍ତର୍ବିଭାଗୀୟ ସମନ୍ୱୟ ଏବଂ ପର୍ଯ୍ୟାପ୍ତ ତଦାରଖ ଅଭାବରୁ ଏହା

ଦିଲ୍ଲୀ ସୀମାରୁ ଆଜିଠାରୁ କୃଷକଙ୍କ ଘରବାହୁଡା

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଏକବର୍ଷରୁ ଅଧିକ କାଳ କୃଷି ଆଇନ ପ୍ରତ୍ୟାହାର ସମେତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନର ଚାଷୀମାନେ ସେମାନଙ୍କର ଆନ୍ଦୋଳନ ଧର୍ମଘଟକୁ ପ୍ରତ୍ୟାହାର କରିନେଇଛନ୍ତି। ଏ

୨୩ରୁ ୩୧ ଯାଏ ବନ୍ଦ ରହିବ ବିଦ୍ୟାଳୟ

ବଡ଼ଦିନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିଷ୍ପତ୍ତି ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି :  ରାଜ୍ୟରେ ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ
error: Content is protected !!
Open chat